Advertisment

ମାଣ୍ଡିଆ ମଣ୍ଡି ଆରମ୍ଭ କଲେ ଅରୁଣ ସାହୁ

ମାଲକାନଗିରି(ଓଡ଼ିଶା ରିପୋର୍ଟର): ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ବଡପଡାଠାରେ ପ୍ରଥମଥର ପାଇଁ ଆରମ୍ଭ ହେଲା ମାଣ୍ଡିଆ ମଣ୍ଡି । କୃଷିମନ୍ତ୍ରୀ ଅରୁଣ ସାହୁ ସ୍ୱାଭିମାନ ଅଞ୍ଚଳରେ ମାଣ୍ଡିଆ ମଣ୍ଡିର ଶୁଭ ଉଦଘାଟନ କରିଛନ୍ତି।  ବିଚ୍ଛିନ୍ନାଞ୍ଚଳକୁ ସ୍ୱାଭିମାନ ଅଞ୍ଚଳ ଘୋଷଣା ପରେ ଏଠାରେ କୃଷିକ୍ଷେତ୍ର ବିକାଶର ପ୍ରଥମ ପାଦ ପଡ଼ିଛି। ଏହି ଅଞ୍ଚଳର ପାରମ୍ପରିକ ମାଣ୍ଡିଆ ଫସଲ ମଣ୍ଡିରେ ବିକ୍ରୀ ହେଲେ ଚାଷୀ ଲାଭବାନ ହେବା ଲକ୍ଷ୍ୟରେ ମାଣ୍ଡିଆ ମଣ୍ଡି ଆରମ୍ଭ କରାଯାଇଥିବା କହିଛନ୍ତି କୃଷିମନ୍ତ୍ରୀ । ଏହି […]

author-image
Tapas Behera
ଅଦ୍ୟତନ ହୋଇଛି
ମାଣ୍ଡିଆ ମଣ୍ଡି ଆରମ୍ଭ କଲେ ଅରୁଣ ସାହୁ

b-90876

ମାଲକାନଗିରି(ଓଡ଼ିଶା ରିପୋର୍ଟର): ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ବଡପଡାଠାରେ ପ୍ରଥମଥର ପାଇଁ ଆରମ୍ଭ ହେଲା ମାଣ୍ଡିଆ ମଣ୍ଡି । କୃଷିମନ୍ତ୍ରୀ ଅରୁଣ ସାହୁ ସ୍ୱାଭିମାନ ଅଞ୍ଚଳରେ ମାଣ୍ଡିଆ ମଣ୍ଡିର ଶୁଭ ଉଦଘାଟନ କରିଛନ୍ତି।  ବିଚ୍ଛିନ୍ନାଞ୍ଚଳକୁ ସ୍ୱାଭିମାନ ଅଞ୍ଚଳ ଘୋଷଣା ପରେ ଏଠାରେ କୃଷିକ୍ଷେତ୍ର ବିକାଶର ପ୍ରଥମ ପାଦ ପଡ଼ିଛି।

Advertisment

ଏହି ଅଞ୍ଚଳର ପାରମ୍ପରିକ ମାଣ୍ଡିଆ ଫସଲ ମଣ୍ଡିରେ ବିକ୍ରୀ ହେଲେ ଚାଷୀ ଲାଭବାନ ହେବା ଲକ୍ଷ୍ୟରେ ମାଣ୍ଡିଆ ମଣ୍ଡି ଆରମ୍ଭ କରାଯାଇଥିବା କହିଛନ୍ତି କୃଷିମନ୍ତ୍ରୀ । ଏହି ସବୁ ଅଞ୍ଚଳର ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଗୁରୁପ୍ରିୟା ସେତୁ ର୍ନିମାଣ ପରେ ବିଚ୍ଛିନ୍ନାଞ୍ଚଳକୁ ବିକାଶର ଧାରା ଲମ୍ବିବାରେ ଲାଗିଛି ବୋଲି ସେ କହିଛନ୍ତି।