Advertisment

ନାବାଳକକୁ ଝାମ୍ପିନେଲା କୁମ୍ଭୀର

ଚି‌‌ତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଟେମ୍ପ୍ରରାରୀ କଲୋନୀ (ଜଲା ସାହି)ରେ ଗତକାଲି ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗାଧୋଇଲା ବେଳେ ଜଣେ ନାବାଳକଙ୍କୁ ଏକ କୁମ୍ଭୀର ନଦୀ ଭିତରକୁ ଟାଣି ନେଇଥିଲା। ଆଜି ସକାଳେ ମୃତ ନାବାଳକଙ୍କୁ ନଦୀରୁ ଉଦ୍ଧାର କରାଯାଇଥିଲା। ତାଙ୍କର ଗୋଟେ ହାତ ଓ ଗୋଡ଼ ନଥିଲା। ମୃତ ନାବାଳକ ହେଲେ ଅର୍ଜୁନ ମାଝୀଙ୍କ ପୁଅ କପିଳାସ ମାଝୀ (୧୦)। ମୃତଦେହ ମିଳିବାପରେ ଗାଁରେ ଶୋକର ଛାୟା ଖେଳିଯାଇଛି।

ନାବାଳକକୁ ଝାମ୍ପିନେଲା କୁମ୍ଭୀର

chitrakonda1

Advertisment

ଚି‌‌ତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଟେମ୍ପ୍ରରାରୀ କଲୋନୀ (ଜଲା ସାହି)ରେ ଗତକାଲି ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗାଧୋଇଲା ବେଳେ ଜଣେ ନାବାଳକଙ୍କୁ ଏକ କୁମ୍ଭୀର ନଦୀ ଭିତରକୁ ଟାଣି ନେଇଥିଲା।

Advertisment

ଆଜି ସକାଳେ ମୃତ ନାବାଳକଙ୍କୁ ନଦୀରୁ ଉଦ୍ଧାର କରାଯାଇଥିଲା। ତାଙ୍କର ଗୋଟେ ହାତ ଓ ଗୋଡ଼ ନଥିଲା।

ମୃତ ନାବାଳକ ହେଲେ ଅର୍ଜୁନ ମାଝୀଙ୍କ ପୁଅ କପିଳାସ ମାଝୀ (୧୦)। ମୃତଦେହ ମିଳିବାପରେ ଗାଁରେ ଶୋକର ଛାୟା ଖେଳିଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe