Advertisment

ଭୟରେ ଗାଁ ଛାଡ଼ିଦେଲେ ୮୫ ପରିବାର

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): ପୁଣି ମାଓବାଦୀ ଭୟରେ ଭିଟାମାଟି ଛାଡିଲେ ସ୍ୱାଭିମାନ ଅଂଚଳର ୮୫ ପରିବାର। ଗତକାଲି ଠାରୁ ଆସି ସେମାନେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ରାଜୁଲକୋଣ୍ଡାରେ ସରକାରୀ ଫଳ ବଗିଚା ନିକଟରେ ଅଵସ୍ଥାପନ କରୁଛନ୍ତି। ସେମାନଙ୍କ କହିବା ଅନୁସାରେ  ସେମାନଙ୍କ ପାଖରେ ସଦାସର୍ବଦା ମାଓବାଦୀ ଚାପ ଓ ମାଓବାଦୀଙ୍କ ଭୟ  ରହୁଛି ଏବଂ ଜୀବନ ବଞ୍ଚାଇବା ନିମନ୍ତେ ଆସିଛନ୍ତି। ଯାହାଫଳରେ ଭୟରେ ଭିଟାମାଟି ଛାଡି ସେମାନେ ଚିତ୍ରକୋଣ୍ଡାରେ ସରକାରୀ ଜାଗାରେ ରହୁଛନ୍ତି। ଭିଟାମାଟି ଛାଡିଥିବା ୮୫ ପରିବାର […]

ଭୟରେ ଗାଁ ଛାଡ଼ିଦେଲେ ୮୫ ପରିବାର

jnb

Advertisment

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): ପୁଣି ମାଓବାଦୀ ଭୟରେ ଭିଟାମାଟି ଛାଡିଲେ ସ୍ୱାଭିମାନ ଅଂଚଳର ୮୫ ପରିବାର। ଗତକାଲି ଠାରୁ ଆସି ସେମାନେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ରାଜୁଲକୋଣ୍ଡାରେ ସରକାରୀ ଫଳ ବଗିଚା ନିକଟରେ ଅଵସ୍ଥାପନ କରୁଛନ୍ତି। ସେମାନଙ୍କ କହିବା ଅନୁସାରେ  ସେମାନଙ୍କ ପାଖରେ ସଦାସର୍ବଦା ମାଓବାଦୀ ଚାପ ଓ ମାଓବାଦୀଙ୍କ ଭୟ  ରହୁଛି ଏବଂ ଜୀବନ ବଞ୍ଚାଇବା ନିମନ୍ତେ ଆସିଛନ୍ତି। ଯାହାଫଳରେ ଭୟରେ ଭିଟାମାଟି ଛାଡି ସେମାନେ ଚିତ୍ରକୋଣ୍ଡାରେ ସରକାରୀ ଜାଗାରେ ରହୁଛନ୍ତି। ଭିଟାମାଟି ଛାଡିଥିବା ୮୫ ପରିବାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଯୋଡ଼ାମ୍ଭ, ପନସପୁଟ, ଅଣ୍ଡରାପାଲି ଓ ନାକାମାମୁଡ଼ି ଗ୍ରାମପଞ୍ଚାୟତର ଅଧିବାସୀ ଅଟନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe