Advertisment

ଡଙ୍ଗା ବୁଡ଼ି ଜଣକର ମୃତ୍ୟୁ, ୭ ନିଖୋଜ

ମାଲକାନଗିରି (ଓଡ଼ିଶା ରିପୋର୍ଟର) ମାଲକାନଗିରି ଚିତ୍ରକୋଣ୍ଡାରେ ଅଭାବନୀୟ ଘଟଣା ଘଟିଛି । ଡଙ୍ଗା ବୁଡ଼ିଯିବାରୁ ୭ ଜଣ ନିଖୋଜ ହୋଇଛନ୍ତି। ଜଣେ ମୃତ୍ୟୁବରଣ କରିଛନ୍ତି। ସେଲେରୁ ନଦୀରେ ପାରି ହେଉଥିଲା ବେଳେ ବୁଡ଼ିଯାଇଛି ଡଙ୍ଗା । ତେଲେଙ୍ଗାନାରୁ ଦାଦନ ଖଟି ଗାଁକୁ ଫେରୁଥିବା ବେଳେ ଅଘଟଣ ଘଟିଛି । ଡଙ୍ଗା ବୁଡ଼ିବା ପରେ ପହଁରି କୂଳକୁ ଆସିଛନ୍ତି ୩ ଜଣ ବ୍ୟକ୍ତି। ଦୁଇଟି ଡଙ୍ଗାରେ ମୋଟ ୧୧ ଜଣ ଘରକୁ ଫେରୁଥିଲେ। ଗୋଟିଏ ଡଙ୍ଗା ବୁଡ଼ିବାରୁ ସମସ୍ତେ […]

ଅଦ୍ୟତନ ହୋଇଛି
ଡଙ୍ଗା ବୁଡ଼ି ଜଣକର ମୃତ୍ୟୁ, ୭ ନିଖୋଜ

malkangiri-12344

Advertisment

ମାଲକାନଗିରି (ଓଡ଼ିଶା ରିପୋର୍ଟର) ମାଲକାନଗିରିଚିତ୍ରକୋଣ୍ଡାରେ ଅଭାବନୀୟ ଘଟଣା ଘଟିଛି । ଡଙ୍ଗା ବୁଡ଼ିଯିବାରୁ ୭ ଜଣ ନିଖୋଜ ହୋଇଛନ୍ତି। ଜଣେ ମୃତ୍ୟୁବରଣ କରିଛନ୍ତି। ସେଲେରୁ ନଦୀରେ ପାରି ହେଉଥିଲା ବେଳେ ବୁଡ଼ିଯାଇଛି ଡଙ୍ଗା । ତେଲେଙ୍ଗାନାରୁ ଦାଦନ ଖଟି ଗାଁକୁ ଫେରୁଥିବା ବେଳେ ଅଘଟଣ ଘଟିଛି ।

Advertisment

ଡଙ୍ଗା ବୁଡ଼ିବା ପରେ ପହଁରି କୂଳକୁ ଆସିଛନ୍ତି ୩ ଜଣ ବ୍ୟକ୍ତି। ଦୁଇଟି ଡଙ୍ଗାରେ ମୋଟ ୧୧ ଜଣ ଘରକୁ ଫେରୁଥିଲେ। ଗୋଟିଏ ଡଙ୍ଗା ବୁଡ଼ିବାରୁ ସମସ୍ତେ ଅନ୍ୟ ଡଙ୍ଗାକୁ ଆସିଥିଲେ। ଫଳରେ ଅଧିକ ଲୋକ ପାଇଁ ଅନ୍ୟ ଡଙ୍ଗାଟି ବୁଡ଼ି ଯାଇଥିଲା। ଓଡ୍ରାଫ୍, ଅଗ୍ନିଶମ ଟିମ୍‌ର ରେସକ୍ୟୁ ଅପରେସନ୍ ଜାରି ରହିଛି

Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe