‘ଆମକୁ ପାଣି ଦିଅ ନହେଲେ ଯିବୁନି’

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): ପାଣି ପାଇଁ ଧାରଣା। ପାନୀୟ ଜଳ ସଙ୍କଟକୁ ନେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଗାଁ ଲୋକେ। ଏମିତି ଚିତ୍ର ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକରୁ ଆସିଛି। ଉକ୍ତ ବ୍ଲକର କୁରୁମାନୁର ପଞ୍ଚାୟତ କୁରୁମାନୁର ଗ୍ରାମର ୭୫ ପରିବାରର ମହିଳା ଓ ପୁରୁଷ ହାତରେ ହାଣ୍ଡି, ଡେକଚି ଧରି ଚିତ୍ରକୋଣ୍ଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହିତ ହୋହଲ୍ଲା କରିଥିଲେ। କୁରୁମାନୁର ଠାରୁ ଚିତ୍ରକୋଣ୍ଡା ପ୍ରାୟ ୩୦ କିମି ଦୂର। ତଥାପି […]

pp-01

pp-01

Tapas Behera
  • Published: Monday, 05 April 2021
  • Updated: 05 April 2021, 05:46 PM IST

Sports

Latest News

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): ପାଣି ପାଇଁ ଧାରଣା। ପାନୀୟ ଜଳ ସଙ୍କଟକୁ ନେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଗାଁ ଲୋକେ। ଏମିତି ଚିତ୍ର ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକରୁ ଆସିଛି। ଉକ୍ତ ବ୍ଲକର କୁରୁମାନୁର ପଞ୍ଚାୟତ କୁରୁମାନୁର ଗ୍ରାମର ୭୫ ପରିବାରର ମହିଳା ଓ ପୁରୁଷ ହାତରେ ହାଣ୍ଡି, ଡେକଚି ଧରି ଚିତ୍ରକୋଣ୍ଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହିତ ହୋହଲ୍ଲା କରିଥିଲେ।

କୁରୁମାନୁର ଠାରୁ ଚିତ୍ରକୋଣ୍ଡା ପ୍ରାୟ ୩୦ କିମି ଦୂର। ତଥାପି କୁରୁମାନୁର ଗ୍ରାମବାସୀ ଚିତ୍ରକୋଣ୍ଡା ଆସି ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ l କୁରୁମାନୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ନାଗେଶ୍ୱର ସେଠୀ ଏହାର ନେତୃତ୍ୱ ନେଇଥିଲେ। `ଆମକୁ ପାଣି ଦିଅ, ନହେଲେ ଆମେ ଯିବୁ ନାହିଁ' ବୋଲି କହି ହୋହଲ୍ଲା କରିଥିଲେ ଗ୍ରାମବାସୀ।

ଗ୍ରାମବାସୀଙ୍କ  କହିବା ଅନୁଯାୟୀ, ଗାଁରେ ୮ଟି ନଳକୂଅ ଓ ୩ଟି ସୋଲାର ପଏଣ୍ଟ ବସିଛି । ମାତ୍ର ସବୁ ଅଚଳ ହୋଇ ପଡ଼ିଛି l ଗ୍ରାମବାସୀମାନେ ୨ କିମି ପାଦରେ ଚାଲି ଚାଲି ଜଙ୍ଗଲ ଭିତରେ ଥିବା ନାଳ ଚୁଆରୁ ପାଣି ଆଣି ପିଉଛନ୍ତି । ଫଳରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ କଷ୍ଟ ପାଉଛନ୍ତି। ଦୀର୍ଘ ଦିନ ହେଲା ପ୍ରଶାସନିକ ଅଧିକାରୀମାନଙ୍କୁ ଜଣାଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ। ତେଣୁ ବାଧ୍ୟ ହୋଇ ସେମାନେ ଧାରଣାରେ ବସିଛନ୍ତି ବୋଲି କହିଛି।

ନାଗେଶ୍ୱର ସେଠୀ ନାମକ ଜଣେ ଯୁବକ ଅଭିଯୋଗ କରିଛନ୍ତି ଯେ, ଆମେ ନାଳରୁ ପାଣି ପିଉଛୁ। ମହିଳାମାନେ ୨ କିମି ଦୂର ଯାଇ ଗରାରେ ପାଣି ଆଣୁଛନ୍ତି। ଗାଁରେ ୫୦୦ ଲୋକ ରହୁଥିଲେ ହେଁ ୮ଟି ନଳକୂପ ରହିଛି । ହେଲେ ସେ ଗୁଡ଼ିକ କାମ କରୁନି। ଗାଁର ରାଜୁ ପାଙ୍ଗୀ ସମାନ ଅଭିଯୋଗ ଦୋହରାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story