ଭିଡ଼ିଓ କନ୍‌ଫରେନସିଂରେ କୋର୍ଟରେ ହାଜର ହେଲେ ରାଧେ, ଗୋବିନ୍ଦ

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ବହୁ ଚର୍ଚ୍ଚିତ ମହାଲିଙ୍ଗ ସନ୍‌ ସାଇନ୍‌ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତା’ ସହଯୋଗୀ ରାଧେକୁ ଗିରଫ କରିଥିଲା ପୁଲିସ। ଆଜି ଏହି ଦୁଇ ଅଭିଯୁକ୍ତକୁ ଭିଡ଼ିଓ କନ୍‌ଫରେନସିଂ ଜରିଆରେ ବଙ୍ଗୋମୁଣ୍ଡା ଜେଏମ୍‌ଏଫ୍‌ସିଙ୍କ କୋର୍ଟରେ ହାଜର କରାଇଥିଲା ପୁଲିସ। ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ ନିଆଯାଇଥିଲା। ଆସନ୍ତା ୧୫ ତାରିଖରେ ଉଭୟ ହାଜର ହେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିବା ସରକାରୀ ଓକିଲ […]

Radhe and Gobinda

Radhe and Gobinda

Manoranjan Sial
  • Published: Tuesday, 02 November 2021
  • Updated: 02 November 2021, 06:41 PM IST

Sports

Latest News

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ବହୁ ଚର୍ଚ୍ଚିତ ମହାଲିଙ୍ଗ ସନ୍‌ ସାଇନ୍‌ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତା’ ସହଯୋଗୀ ରାଧେକୁ ଗିରଫ କରିଥିଲା ପୁଲିସ। ଆଜି ଏହି ଦୁଇ ଅଭିଯୁକ୍ତକୁ ଭିଡ଼ିଓ କନ୍‌ଫରେନସିଂ ଜରିଆରେ ବଙ୍ଗୋମୁଣ୍ଡା ଜେଏମ୍‌ଏଫ୍‌ସିଙ୍କ କୋର୍ଟରେ ହାଜର କରାଇଥିଲା ପୁଲିସ। ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ ନିଆଯାଇଥିଲା। ଆସନ୍ତା ୧୫ ତାରିଖରେ ଉଭୟ ହାଜର ହେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିବା ସରକାରୀ ଓକିଲ ବାସୁଦେବ ରାଏ କହିଛନ୍ତି। ଏହି ଦୁଇ ଅଭିଯୁକ୍ତ ଏବେ କଣ୍ଟାବାଞ୍ଜି ଜେଲରେ ଅଛନ୍ତି।

ଶିକ୍ଷୟିତ୍ରୀ ମମିତା ମେହେରଙ୍କ ତଣ୍ଟି ଚିପି ହତ୍ୟା କରାଯାଇଥିଲା। ତାଙ୍କୁ ମହାଲିଙ୍ଗ କଲେଜ ସଭାପତି ଗୋବିନ୍ଦ ସାହୁ ନିଜ କାର୍‌ ଭିତରେ ହତ୍ୟା କରିଥିଲା। ପରେ ମୃତଦେହକୁ ନେଇ ମହାଲିଙ୍ଗ ଖେଳ ପଡ଼ିଆରେ ପୋଡ଼ି, ଗାତ ଖୋଳି ପୋତି ଦେଇଥିଲା। ସେପଟେ ଝିଅ ନିଖୋଜରେ ଗୋବିନ୍ଦର ହାତ ଥିବା ଅଭିଯୋଗ କରିଥିଲେ ପରିବାର ଲୋକ। ଏହା ପରେ ପୁଲିସ ମାମଲା ରୁଜୁ କରି ଗୋବିନ୍ଦକୁ ଜେରା କରିଥିଲା। ମାରାଥନ୍‌ ଜେରା ବେଳେ ଗୋବିନ୍ଦ ହତ୍ୟା କରିଥିବା ପୁଲିସ୍‌ ପାଖରେ ସ୍ୱୀକାର କରିଥିଲା।

ଶିକ୍ଷୟିତ୍ରୀ ହତ୍ୟା ମାମଲାରେ ଗିରଫ ହୋଇଥିବା ଗୋବିନ୍ଦଙ୍କ ସହିତ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପର୍କ ଥିବା ସାମ୍ନାକୁ ଆସିଥିଲା। ଏହା ପରେ ରାଜ୍ୟ ରାଜନୀତି ଉଷ୍ମ ହୋଇଥିଲା। ମନ୍ତ୍ରୀଙ୍କ ବହିସ୍କାର ଓ ଗିରଫ ଦାବିରେ ରାଜରାସ୍ତାକୁ ଓହ୍ଲାଇଥିଲେ ବିରୋଧୀ କଂଗ୍ରେସ ଓ ବିଜେପି। ଆଜି ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲିଛି। ଏବେବି ଏହି ମାମଲାରେ ପୁଲିସ ତଦନ୍ତ କରୁଛି।

ସେପଟେ ମମିତା ହତ୍ୟା ମାମଲାରେ ପ୍ରତିଦିନ ଆସୁଛି ନୂଆ ନୂଆ ତଥ୍ୟ। ମମିତା ଓ ଗୋବିନ୍ଦ ଭିତରେ ଚାଲିଥିବା ବିବାଦର ସମାଧାନ ମନ୍ତ୍ରୀଙ୍କ ରାୟପୁର ସ୍ଥିତ ଘରେ ବସିଥିଲା ମଧ୍ୟସ୍ଥି ବୈଠକ। ଥରେ କି ଦୁଇ ଥର ନୁହେଁ ତିନି ଥର ମିଳାମିଶା ବୈଠକ ବସିଥିବା ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଅଭିଯୋଗ କରିଥିଲେ। ଏହା ସତ୍ତ୍ୱେ ବିବାଦ ସମାଧାନ ହୋଇପାରିନଥିଲା। ଯେଉଁଥିପାଇଁ ମମିତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story