ସ୍ତ୍ରୀର ଗଳାକାଟି ଦେଲେ ସ୍ୱାମୀ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବ୍ରହ୍ମପୁରରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ଗଳାକାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳା ହେଲେ ବ୍ରହ୍ମପୁର ମିଲିଟାରୀ ଲାଇନ୍‌ର ପପିନା ବେହେରା। ଘଟଣା ପରେ ପପିନାଙ୍କ ସ୍ୱାମୀ ରବୀନ୍ଦ୍ର ବେହେରା ଫେରାର ହୋଇଯାଇଛନ୍ତି। ପାରିବାରିକ କଳହକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ପପିନାଙ୍କ ପୁଅ ଅଭିଯୋଗ କରିଛନ୍ତି। ଖବରପାଇ ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।

brm

Rakesh Mallick
  • Published: Sunday, 09 September 2018
  • , Updated: 09 September 2018, 03:01 PM IST

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବ୍ରହ୍ମପୁରରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ଗଳାକାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳା ହେଲେ ବ୍ରହ୍ମପୁର ମିଲିଟାରୀ ଲାଇନ୍‌ର ପପିନା ବେହେରା। ଘଟଣା ପରେ ପପିନାଙ୍କ ସ୍ୱାମୀ ରବୀନ୍ଦ୍ର ବେହେରା ଫେରାର ହୋଇଯାଇଛନ୍ତି।

ପାରିବାରିକ କଳହକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ପପିନାଙ୍କ ପୁଅ ଅଭିଯୋଗ କରିଛନ୍ତି।

ଖବରପାଇ ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।

Related story