ଅଦ୍ୟତନ ହୋଇଛି
death
Advertisment
ବୀରମିତ୍ରପୁର (ରାକେଶ ସାହୁ): ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ପୌରାଞ୍ଚଳ ଅନ୍ତର୍ଗତ ଗାନ୍ଧୀ ରୋଡ୍ ନିକଟରେ ଥିବା ରେଳ ଲାଇନରେ ଜଣେ ଯୁବକ ଏକ ମାଲବାହୀ ଟ୍ରେନ୍ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ସମୀର ସା (୨୦)। ତାଙ୍କ ଘର ଗାନ୍ଧୀ ରୋଡ୍ରେ।
Advertisment
ଆଜି ସକାଳେ ସମୀର୍ କୌଣସି କାରଣକୁ ନେଇ ମାଲବାହୀ ଟ୍ରେନ୍ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି। ଟ୍ରେନ୍ ଧକ୍କାରେ ତାଙ୍କ ବେକ କଟି ଯାଇଛି।
ସମୀର ସାମାନ୍ୟ ମସ୍ତିଷ୍କ ବିକୃତି ଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି। ରେଳବାଇ ପୁଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଘଟଣାର ତଦନ୍ତ ଜାରି ରଖିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/05/death-66000.jpg)