ବଧୂ ହତ୍ୟା ଅଭିଯୋଗ: ଶାଶୁ ଓ ଶ୍ୱଶୁର ଅଟକ, ସ୍ୱାମୀ ଫେରାର

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଚାନ୍ଦୋଳର ଅନନ୍ତପୁର ଗାଁରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଶାଶୁ ଘର ଲୋକେ ତାଙ୍କୁ ହତ୍ୟା କରିଥିବା ତାଙ୍କ ବାପ ଘର ଲୋକେ ଅଭିଯୋଗ କରିଛନ୍ତି। ମୃତ ମହିଳାଙ୍କ ନାଁ ସସ୍ମିତା ମଲ୍ଲିକ। ଶ୍ୱଶୁର ଘରେ ତାଙ୍କ ମୃତଦେହ ପଡ଼ିଥିବା ବେଳେ କେମିତି ତାଙ୍କର ମୃତ୍ୟୁ ହେଲା ତାହା ଜଣାପଡ଼ିନି। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା କଥା କୁହାଯାଉଛି। ବାପ ଘର ଲୋକେ […]

dead body

dead body

Jitendra Garnayak
  • Published: Sunday, 07 August 2022
  • Updated: 07 August 2022, 12:46 PM IST

Sports

Latest News

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଚାନ୍ଦୋଳର ଅନନ୍ତପୁର ଗାଁରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଶାଶୁ ଘର ଲୋକେ ତାଙ୍କୁ ହତ୍ୟା କରିଥିବା ତାଙ୍କ ବାପ ଘର ଲୋକେ ଅଭିଯୋଗ କରିଛନ୍ତି।

ମୃତ ମହିଳାଙ୍କ ନାଁ ସସ୍ମିତା ମଲ୍ଲିକ। ଶ୍ୱଶୁର ଘରେ ତାଙ୍କ ମୃତଦେହ ପଡ଼ିଥିବା ବେଳେ କେମିତି ତାଙ୍କର ମୃତ୍ୟୁ ହେଲା ତାହା ଜଣାପଡ଼ିନି। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା କଥା କୁହାଯାଉଛି। ବାପ ଘର ଲୋକେ ପହଞ୍ଚିଲା ବେଳକୁ ସେ ମରି ପଡ଼ିଥିଲେ।

ସସ୍ମିତାଙ୍କ ବାପା ଅଭିଯୋଗ କରିଛନ୍ତି ଯେ ଝିଅକୁ ତାଙ୍କ ଜ୍ୱାଇଁ ହତ୍ୟା କରିଛନ୍ତି। ସେ ଏନେଇ ଚାନ୍ଦୋଳ ଫାଣ୍ଡିରେ ଏତଲା ଦେଇଛନ୍ତି।

ପୁଲିସ୍ ସସ୍ମିତାଙ୍କ ଶାଶୁ ଅନିତା ମଲ୍ଲିକ ଓ ଶ୍ୱଶୁର ରବୀନ୍ଦ୍ର ମଲ୍ଲିକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଅନ୍ୟପକ୍ଷରେ ସସ୍ମିତାଙ୍କ ସ୍ୱାମୀ ଶଙ୍କର ମଲ୍ଲିକ ଫେରାର ହୋଇଯାଇଛନ୍ତି।

ପୁଲିସ୍ ଘଟଣାର ତଦନ୍ତ କରୁଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସସ୍ମିତାଙ୍କ ମୃତ୍ୟୁର କରାଣ ଜଣାପଡ଼ିବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story