Advertisment

କାଠ ଆଣିବାକୁ ଡାକି ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ସୋର(ଶଶିକାନ୍ତ ବେହେରା): ଦୁଷ୍କର୍ମ ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ସୋର ଥାନା ପୁଲିସ୍‌ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ତାଙ୍କ ନାଁ ଯୁଧିଷ୍ଠିର ମଳିକ (୫୬)। ସୂଚନା ଅନୁସାରେ, ଗତକାଲି ଯୁଧିଷ୍ଠିର ତାଙ୍କ ପଡ଼ୋଶୀଙ୍କ ୧୯ ବର୍ଷର ଝିଅକୁ କାଠ ଆଣିବାକୁ ଡାକିଥିଲେ। ହେଲେ ଏହା ପରେ ଯୁଧିଷ୍ଠିର ତାଙ୍କୁ ଘରକୁ ଡାକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ଯୁବତୀ ଜଣକ ସୋର ଥାନାରେ ଅଭିଯୋଗ କରିଥିଲେ। ଯୁବତୀଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ଏକ ମାମଲା […]

author-image
Jyoshna Pradhan
ବୟଫ୍ରେଣ୍ଡଙ୍କ ସହ ଘରେ ଥିଲେ, ହଠାତ୍ ଛାତରୁ ଡେଇଁପଡ଼ିଲେ

handcuffs arrest

ସୋର(ଶଶିକାନ୍ତ ବେହେରା): ଦୁଷ୍କର୍ମ ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ସୋର ଥାନା ପୁଲିସ୍‌ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ତାଙ୍କ ନାଁ ଯୁଧିଷ୍ଠିର ମଳିକ (୫୬)।

Advertisment

ସୂଚନା ଅନୁସାରେ, ଗତକାଲି ଯୁଧିଷ୍ଠିର ତାଙ୍କ ପଡ଼ୋଶୀଙ୍କ ୧୯ ବର୍ଷର ଝିଅକୁ କାଠ ଆଣିବାକୁ ଡାକିଥିଲେ। ହେଲେ ଏହା ପରେ ଯୁଧିଷ୍ଠିର ତାଙ୍କୁ ଘରକୁ ଡାକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ଯୁବତୀ ଜଣକ ସୋର ଥାନାରେ ଅଭିଯୋଗ କରିଥିଲେ। ଯୁବତୀଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି।