ଦାଦନ ଶ୍ରମିକଙ୍କୁ ମାରି ଦେବାକୁ ଧମକ

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ଜଣେ ଦାଦନ ଶ୍ରମିକଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଜୀବନରେ ମାରିଦେବା ପାଇଁ ଦାଦନ ସର୍ଦ୍ଦାର ଧମକ ଦେଇଥିବା ଅଭିଯୋଗ ହୋଇଛି।  ଏପରି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ଲେତେରମାଲ ଗାଁରୁ। ଗାଁର ସାଗର ପୁଝାରି ପ୍ରତିବର୍ଷ ଦାଦନ ସର୍ଦ୍ଦାରଙ୍କ ପାଖରୁ ଟଙ୍କା ନେଇ  ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥା’ନ୍ତି। ଗତ ନଭେମ୍ୱର ମାସରେ ସାଗର ଓ ତାଙ୍କ ସ୍ତ୍ରୀ ସେମାନଙ୍କ ତିନି ଛୁଆକୁ ଧରି ହାଇଦ୍ରାବାଦର […]

kantabanji

kantabanji

Jyoshna Pradhan
  • Published: Sunday, 19 July 2020
  • Updated: 19 July 2020, 12:35 PM IST

Sports

Latest News

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ଜଣେ ଦାଦନ ଶ୍ରମିକଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଜୀବନରେ ମାରିଦେବା ପାଇଁ ଦାଦନ ସର୍ଦ୍ଦାର ଧମକ ଦେଇଥିବା ଅଭିଯୋଗ ହୋଇଛି।  ଏପରି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ଲେତେରମାଲ ଗାଁରୁ।

ଗାଁର ସାଗର ପୁଝାରି ପ୍ରତିବର୍ଷ ଦାଦନ ସର୍ଦ୍ଦାରଙ୍କ ପାଖରୁ ଟଙ୍କା ନେଇ  ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥା’ନ୍ତି। ଗତ ନଭେମ୍ୱର ମାସରେ ସାଗର ଓ ତାଙ୍କ ସ୍ତ୍ରୀ ସେମାନଙ୍କ ତିନି ଛୁଆକୁ ଧରି ହାଇଦ୍ରାବାଦର ଏକ ଫ୍ୟାକ୍ଟ୍ରିରେ କାମ କରିବାକୁ ଯାଇଥିଲେ। ସାଗର ଚଇଁତରା ଗାଁର ଦାଦନ ସର୍ଦ୍ଦାର ଶିବ ବାଗଙ୍କ ଠାରୁ କିଛି ଟଙ୍କା ନେଇ ହାଇଦ୍ରାବାଦକୁ କାମ କରିବାକୁ ଯାଇଥିଲେ। ଦାଦନ ସର୍ଦ୍ଦାର ସାଗରଙ୍କୁ ଆଉ ୧୪ ହଜାର ଟଙ୍କା ଦେବାର ଥିଲା। କରୋନା ପାଇଁ ସାଗରଙ୍କ ପରିବାର ଲୋକେ ଏବେ ଗାଁକୁ ପଳାଇ ଆସିଛନ୍ତି। ଏଠି କାମଧନ୍ଦା ନମିଳିବାରୁ ସାଗରଙ୍କୁ ତାଙ୍କ ପରିବାର ଚଳାଇବା କଷ୍ଟ ହେଉଛି। ତେଣୁ ସର୍ଦ୍ଦାରଙ୍କ ଠାରୁ ପାଇବାକୁ ଥିବା ୧୪ ହଜାର ଟଙ୍କା ମାଗିବାକୁ ଗତ ୧୭ ତାରିଖ ଦିନ ସାଗର ଯାଇଥିଲେ। ହେଲେ ଦାଦନ ସର୍ଦ୍ଦାର ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଳଜ କରିବା ସହିତ  ନିସ୍ତୁକ ମାଡ଼ ମାରିଥିଲା। ଏପରିକି ଜୀବନରେ ମାରିଦେବାକୁ ଧମକ ଦେଇଥିଲା।

ଏନେଇ ସାଗର ମୁରିବାହାଲ ଥାନାରେ ଅଭିଯୋଗ କରିଛନ୍ତି। ଏ ଘଟଣାକୁ ଦୁଇ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ କୌଣସି ପଦକ୍ଷେପ ନେଇ ନଥିବା ବେଳେ ଗତକାଲି ସାଗରଙ୍କୁ ଥାନାକୁ ଡାକି ମାମଲା ରଫାଦଫା କରିବା ପାଇଁ ଚାପ ପ୍ରୟୋଗ କରିଥିବା ଅଭିଯୋଗ ହୋଇଛି। ନିଜେ ସାଗର ଏହି ଅଭିଯୋଗ କରିଛନ୍ତି। ତେବେ ଏହି  ଘଟଣା ସମ୍ପର୍କରେ ମୁରିବାହାଲ ଆଇଆଇସିଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story