/odisha-reporter/media/post_attachments/uploads/2019/01/puri-1.jpg)
puri
ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ଚନ୍ଦନପୁର ଥାନା ଥେଣ୍ଟପୁରରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଛନ୍ତି। ମୃତ ଯୁବକ ଜଣଙ୍କ ହେଲେ ଜୟକୃଷ୍ଣ ପ୍ରଧାନ।
Advertisment
ଆକ୍ରମଣ ପରେ ଜୟକୃଷ୍ଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
କିଛିଦିନ ତଳେ ବାଇକ୍ ଦୁର୍ଘଟଣାରେ ଜୟକୃଷ୍ଣ ଓ ତାଙ୍କ ଭାଉଜ ଆହତ ହୋଇଥିଲେ। ଏ ଘଟଣାକୁ ନେଇ ଜୟକୃଷ୍ଣ ଚନ୍ଦନପୁର ଥାନାରେ ବଡ଼ତେନ୍ତୁଳି-ଗେଡୁସାହିର ଜଣେ ଯୁବକଙ୍କ ନାଁରେ ଅଭିଯୋଗ କରିଥିଲେ। ଏହାକୁ ନେଇ ଆଜି ଜୟକୃଷ୍ଣଙ୍କୁ ତେନ୍ତୁଳିଆ ରାସ୍ତାରେ ଯାଉଥିବାବେଳେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
