Advertisment

ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ଚନ୍ଦନପୁର ଥାନା ଥେଣ୍ଟପୁରରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଛନ୍ତି। ମୃତ ଯୁବକ ଜଣଙ୍କ ହେଲେ ଜୟକୃଷ୍ଣ ପ୍ରଧାନ। ଆକ୍ରମଣ ପରେ ଜୟକୃଷ୍ଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କିଛିଦିନ ତଳେ ବାଇକ୍ ଦୁର୍ଘଟଣାରେ ଜୟକୃଷ୍ଣ ଓ ତାଙ୍କ ଭାଉଜ ଆହତ ହୋଇଥିଲେ। ଏ ଘଟଣାକୁ  ନେଇ ଜୟକୃଷ୍ଣ ଚନ୍ଦନପୁର ଥାନାରେ ବଡ଼ତେନ୍ତୁଳି-ଗେଡୁସାହିର ଜଣେ ଯୁବକଙ୍କ ନାଁରେ ଅଭିଯୋଗ କରିଥିଲେ। ଏହାକୁ ନେଇ ଆଜି ଜୟକୃଷ୍ଣଙ୍କୁ ତେନ୍ତୁଳିଆ ରାସ୍ତାରେ ଯାଉଥିବାବେଳେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

puri

Advertisment

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ଚନ୍ଦନପୁର ଥାନା ଥେଣ୍ଟପୁରରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଛନ୍ତି। ମୃତ ଯୁବକ ଜଣଙ୍କ ହେଲେ ଜୟକୃଷ୍ଣ ପ୍ରଧାନ।

Advertisment

ଆକ୍ରମଣ ପରେ ଜୟକୃଷ୍ଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

କିଛିଦିନ ତଳେ ବାଇକ୍ ଦୁର୍ଘଟଣାରେ ଜୟକୃଷ୍ଣ ଓ ତାଙ୍କ ଭାଉଜ ଆହତ ହୋଇଥିଲେ। ଏ ଘଟଣାକୁ  ନେଇ ଜୟକୃଷ୍ଣ ଚନ୍ଦନପୁର ଥାନାରେ ବଡ଼ତେନ୍ତୁଳି-ଗେଡୁସାହିର ଜଣେ ଯୁବକଙ୍କ ନାଁରେ ଅଭିଯୋଗ କରିଥିଲେ। ଏହାକୁ ନେଇ ଆଜି ଜୟକୃଷ୍ଣଙ୍କୁ ତେନ୍ତୁଳିଆ ରାସ୍ତାରେ ଯାଉଥିବାବେଳେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe