Advertisment

ପଡ଼ୋଶୀକୁ ଠେଙ୍ଗାରେ ପିଟି ପିଟି ହତ୍ୟା

ବୀରମିତ୍ରପୁର(ରାକେଶ ସାହୁ): ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ପୌରାଞ୍ଚଳ ଅନ୍ତର୍ଗତ ତଲସେରା ଗାଁରେ ଜଣେ ବ୍ୟକ୍ତିଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ପ୍ରହ୍ଲାଦ ଲାଖୁଆ (୪୫)। ଅଭିଯୁକ୍ତର ନାଁ ରଞ୍ଜିତ ପ୍ରଧାନ। ସୂଚନା ଅନୁସାରେ, ଗାଁର ରଞ୍ଜିତ ପ୍ରଧାନଙ୍କର ପଡ଼ୋଶୀ ପ୍ରହ୍ଲାଦଙ୍କ ସହ କୌଣସି କଥାକୁ ନେଇ ଗତକାଲି ରାତିରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ରଞ୍ଜିତ ପ୍ରହ୍ଲାଦଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲା।  ଖ‍ବର ପାଇ ଆଜି […]

ପଡ଼ୋଶୀକୁ ଠେଙ୍ଗାରେ ପିଟି ପିଟି ହତ୍ୟା

murder

Advertisment

ବୀରମିତ୍ରପୁର(ରାକେଶ ସାହୁ): ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ପୌରାଞ୍ଚଳ ଅନ୍ତର୍ଗତ ତଲସେରା ଗାଁରେ ଜଣେ ବ୍ୟକ୍ତିଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ପ୍ରହ୍ଲାଦ ଲାଖୁଆ (୪୫)। ଅଭିଯୁକ୍ତର ନାଁ ରଞ୍ଜିତ ପ୍ରଧାନ।

Advertisment

ସୂଚନା ଅନୁସାରେ, ଗାଁର ରଞ୍ଜିତ ପ୍ରଧାନଙ୍କର ପଡ଼ୋଶୀ ପ୍ରହ୍ଲାଦଙ୍କ ସହ କୌଣସି କଥାକୁ ନେଇ ଗତକାଲି ରାତିରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ରଞ୍ଜିତ ପ୍ରହ୍ଲାଦଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲା।  ଖ‍ବର ପାଇ ଆଜି ସକାଳେ ବୀରମିତ୍ରପୁର ପୁଲିସ୍‌ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଜାରି ରଖିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe