Advertisment

୬୦ ହଜାରରେ ଅର୍ଡର କଲେ ଲାପ୍‌ଟପ୍‌, ଆସିଲା ଡିଟରଜେଣ୍ଟ ପାଉଡର!

କ'ଣ ଆପଣ ବି ମୋଟା ଅଙ୍କର ଟଙ୍କା ଦେଇ ଅନଲାଇନରୁ ଜିନିଷ ଅର୍ଡର କରୁଛନ୍ତି କି? ତାହେଲେ ଏମିତି କରିବା ପୂର୍ବରୁ ୧୦୦ ଥର ଭାବିନିଅନ୍ତୁ। କାରଣ ଅର୍ଡର ପରେ ପ୍ୟାକ ହୋଇ ପାର୍ସଲ ତ ଆସିଯାଉଛି। କିନ୍ତୁ ତା ଭିତରୁ ଯାହା ବାହାରୁଛି ଦେଖିଲେ ଆପଣ ଅବାକ ହୋଇଯିବେ। ଭିଡିଓରେ ଦେଖୁଥିବା ବ୍ୟକ୍ତି ଜଣକ ମୋଟା ଅଙ୍କର ଟଙ୍କା ଦେଇ ଏକ ଲୋକପ୍ରିୟ ଇ-କମର୍ସ ୱେବସାଇଟରୁ ଲାପଟପ ଟିଏ ଅର୍ଡର କରିଥିଲେ। ନିର୍ଦ୍ଧାରିତ ସମୟରେ ତାଙ୍କ ପାଖରେ ପାର୍ସଲ ବି ଆସି ପହଂଚିଗଲା କିନ୍ତୁ ପାର୍ସଲ ଭିତରୁ ବାହାରିଲା ଡିଟରଜେଣ୍ଟ ପାଉଡର!

Online Fraud Odisha Online Shopping
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe