ଲୁହା ରଡ଼ ଧରି ପୁଲିସ୍‌କୁ ଗୋଡାଇଲା ୱାରେଣ୍ଟି

ଯାଜପୁର (ଗୁଲାମ ଗସ୍‌): ଜଣେ ଅଭିଯୁକ୍ତକୁ ଧରିବାକୁ ଯାଇଥିବା ବେଳେ ପୁଲିସ୍‌କୁ ନାକେଦମ୍‌ ହେବାକୁ ପଡ଼ିଛି। ଏପରିକି ଅଭିଯୁକ୍ତ ଜଣଙ୍କ ଲୁହା ରଡ଼ ଧରି ପୁଲିସ୍‌ ବାବୁଙ୍କୁ ଗୋଡାଇବା ସହ ଆକ୍ରମଣ କରିଛି। ଏପରି ଘଟଣା ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳରେ ଘଟିଛି। ସୂଚନା ଅନୁସାରେ, ଧର୍ମଶାଳା ଧାନା ଅଧିକାରୀ ଉମାକାନ୍ତ ନାୟକ ସର୍ଚ୍ଚ ୱାରେଣ୍ଟ ନେଇ ବାରବାଟୀ ଓଡ଼ଙ୍ଗ ଗାଁର ଓ୍ୱାରେଣ୍ଟି ନେତ୍ରାନନ୍ଦ ମଲ୍ଲିକଙ୍କ ଘରକୁ ଯାଇଥିଲେ। ନେତ୍ରାନନ୍ଦ ଥାନା ଅଧିକାରୀଙ୍କୁ ଦେଖିବା ମାତ୍ରେ […]

jajpur

jajpur

Rakesh Mallick
  • Published: Thursday, 03 January 2019
  • Updated: 03 January 2019, 08:46 PM IST

Sports

Latest News

ଯାଜପୁର (ଗୁଲାମ ଗସ୍‌): ଜଣେ ଅଭିଯୁକ୍ତକୁ ଧରିବାକୁ ଯାଇଥିବା ବେଳେ ପୁଲିସ୍‌କୁ ନାକେଦମ୍‌ ହେବାକୁ ପଡ଼ିଛି। ଏପରିକି ଅଭିଯୁକ୍ତ ଜଣଙ୍କ ଲୁହା ରଡ଼ ଧରି ପୁଲିସ୍‌ ବାବୁଙ୍କୁ ଗୋଡାଇବା ସହ ଆକ୍ରମଣ କରିଛି। ଏପରି ଘଟଣା ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳରେ ଘଟିଛି।

ସୂଚନା ଅନୁସାରେ, ଧର୍ମଶାଳା ଧାନା ଅଧିକାରୀ ଉମାକାନ୍ତ ନାୟକ ସର୍ଚ୍ଚ ୱାରେଣ୍ଟ ନେଇ ବାରବାଟୀ ଓଡ଼ଙ୍ଗ ଗାଁର ଓ୍ୱାରେଣ୍ଟି ନେତ୍ରାନନ୍ଦ ମଲ୍ଲିକଙ୍କ ଘରକୁ ଯାଇଥିଲେ। ନେତ୍ରାନନ୍ଦ ଥାନା ଅଧିକାରୀଙ୍କୁ ଦେଖିବା ମାତ୍ରେ ଆକ୍ରମଣ କରିଦେଇଥିଲା। ଏଥିରେ ଉମାକାନ୍ତ ଗୁରୁତର ଆହତ ହୋଇଛନ୍ତି। ଏହାସତ୍ତ୍ୱେ ସେ ନେତ୍ରାନନ୍ଦଙ୍କୁ କାବୁ କରିବାକୁ ସକ୍ଷମ ହୋଇଥିଲେ। ପରେ ତାଙ୍କୁ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଏହି ଘଟଣାରେ ପୁଲିସ ନେତ୍ରାନନ୍ଦଙ୍କ ସମେତ ତାଙ୍କ ଦୁଇ ପୁଅଙ୍କୁ ଅଟକ ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story