କଲିକତାରୁ ଚୋରି କରିଥିଲା, ଭୁବନେଶ୍ୱରରୁ ଧରାପଡ଼ିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଲକାତାରୁ ଚୋରି କରି ଭୁବନେଶ୍ୱରରୁ ଜଣେ ଚୋର ଧରାପଡ଼ିଛି। ଏହି ଚୋର ଜଣକ ଜଣାଶୁଣା ବଙ୍ଗୀୟ ଅଭିନେତ୍ରୀ ଋତୁପର୍ଣ୍ଣା ସେନ୍‌ଗୁପ୍ତାଙ୍କ ଘରୁ ଚୋରି କରିଥିବାର ଅଭିଯୋଗ ହୋଇଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ବୋଧିସତ୍ତ୍ୱ ଭଟ୍ଟାଚାର୍ଯ୍ୟ। ଗତକାଲି ରାତିରେ ଭୁବନେଶ୍ୱରର ଏକ ହୋଟେଲ୍‌ରୁ ବୋଧିସତ୍ତ୍ୱକୁ ଗିରଫ କରିଛି କମିଶନରେଟ ପୁଲିସ। ଏହି ଅଭିଯୁକ୍ତ ପ୍ରାୟ ୪ ମାସ ତଳେ ଋତୁପର୍ଣ୍ଣାଙ୍କ ଘରୁ ଦେଢ଼ ଲକ୍ଷ ଟଙ୍କା, ଲ୍ୟାପ୍‌ଟପ୍ ସହିତ ବହୁ ସାମଗ୍ରୀ ଚୋରି କରିଥିଲା। ଲ୍ୟାପ୍‌ଟପ୍ […]

Man-who-had-stolen-from-the-home-of-a-bengali-film-actress-in-kolkata-nabbed-in-bhubaneswar

Rakesh Mallick
  • Published: Thursday, 29 November 2018
  • Updated: 29 November 2018, 07:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଲକାତାରୁ ଚୋରି କରି ଭୁବନେଶ୍ୱରରୁ ଜଣେ ଚୋର ଧରାପଡ଼ିଛି। ଏହି ଚୋର ଜଣକ ଜଣାଶୁଣା ବଙ୍ଗୀୟ ଅଭିନେତ୍ରୀ ଋତୁପର୍ଣ୍ଣା ସେନ୍‌ଗୁପ୍ତାଙ୍କ ଘରୁ ଚୋରି କରିଥିବାର ଅଭିଯୋଗ ହୋଇଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ବୋଧିସତ୍ତ୍ୱ ଭଟ୍ଟାଚାର୍ଯ୍ୟ।

ଗତକାଲି ରାତିରେ ଭୁବନେଶ୍ୱରର ଏକ ହୋଟେଲ୍‌ରୁ ବୋଧିସତ୍ତ୍ୱକୁ ଗିରଫ କରିଛି କମିଶନରେଟ ପୁଲିସ। ଏହି ଅଭିଯୁକ୍ତ ପ୍ରାୟ ୪ ମାସ ତଳେ ଋତୁପର୍ଣ୍ଣାଙ୍କ ଘରୁ ଦେଢ଼ ଲକ୍ଷ ଟଙ୍କା, ଲ୍ୟାପ୍‌ଟପ୍ ସହିତ ବହୁ ସାମଗ୍ରୀ ଚୋରି କରିଥିଲା। ଲ୍ୟାପ୍‌ଟପ୍ ଓ ଅନ୍ୟ ସାମଗ୍ରୀ ଫେରାଇ ଦେବା ପାଇଁ ୫ ଲକ୍ଷ ଟଙ୍କା ମାଗୁଥିଲା ଅଭିଯୁକ୍ତ।

କମିଶନରେଟ୍ ପୁଲିସ ତାକୁ ଗିରଫ କରି କୋଲକାତା ପୁଲିସକୁ ହସ୍ତାନ୍ତର କରିଛି। କୋର୍ଟରେ ହାଜର କରାଯିବା ପରେ ତାକୁ ଟ୍ରାନଜିଟ ରିମାଣ୍ଡରେ ନେଇପାରେ କଲକାତା ପୁଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story