ରହସ୍ୟମୟୀ ଯୁବତୀଙ୍କ ରାଜ ଖୋଲିଲେ ବିଦ୍ୟାଶ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକୁ ଦିନ ଅଧିକ ରହସ୍ୟମୟ ହେଉଛି ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା। ବିଶେଷ କରି ଆଦିତ୍ୟଙ୍କ ବାପା-ମାଆ ଜଣେ ସାଇକୋ ଲେଡିଙ୍କ ନାଁ ଉଠାଇବା ପରେ ଘଟଣା ଅଧିକ ରହସ୍ୟମୟ ହୋଇ ଉଠିଛି। ସେହି ରହସ୍ୟମୟୀ ଯୁବତୀଙ୍କ ବଡ଼ ରାଜ୍‌ ଖୋଲିଲେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ। ସେ କହିଛନ୍ତି-“ଆଦିତ୍ୟଙ୍କ ସହ ସଂପୃକ୍ତ ଯୁବତୀଙ୍କ କାହିଁକି ବ୍ରେକଅପ୍‌ ହୋଇଥିଲା? ତାଙ୍କର ସାଇକୋ ସମସ୍ୟା ପାଇଁ ହିଁ ଆଦିତ୍ୟଙ୍କ ସହ ବ୍ରେକ୍ଅପ୍ ହୋଇଥିଲା। ବାରମ୍ବାର ସେ […]

aditya-dash-murder-mistri

aditya-dash-murder-mistri

Manoranjan Sial
  • Published: Thursday, 03 September 2020
  • Updated: 03 September 2020, 08:17 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକୁ ଦିନ ଅଧିକ ରହସ୍ୟମୟ ହେଉଛି ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା। ବିଶେଷ କରି ଆଦିତ୍ୟଙ୍କ ବାପା-ମାଆ ଜଣେ ସାଇକୋ ଲେଡିଙ୍କ ନାଁ ଉଠାଇବା ପରେ ଘଟଣା ଅଧିକ ରହସ୍ୟମୟ ହୋଇ ଉଠିଛି। ସେହି ରହସ୍ୟମୟୀ ଯୁବତୀଙ୍କ ବଡ଼ ରାଜ୍‌ ଖୋଲିଲେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ।

ସେ କହିଛନ୍ତି-“ଆଦିତ୍ୟଙ୍କ ସହ ସଂପୃକ୍ତ ଯୁବତୀଙ୍କ କାହିଁକି ବ୍ରେକଅପ୍‌ ହୋଇଥିଲା? ତାଙ୍କର ସାଇକୋ ସମସ୍ୟା ପାଇଁ ହିଁ ଆଦିତ୍ୟଙ୍କ ସହ ବ୍ରେକ୍ଅପ୍ ହୋଇଥିଲା। ବାରମ୍ବାର ସେ ଆଦିତ୍ୟଙ୍କୁ ବ୍ଲାକମେଲ କରୁଥିଲେ। କଥା କଥାକେ ହାତ କାଟିଦେବି, ଗୋଡ଼ କାଟିଦେବି ବୋଲି କହୁଥିଲେ। ଆଦିତ୍ୟଙ୍କୁ ସେ ତାଙ୍କ ଫ୍ୟାନ୍‌ ଓ ଫଲୋୟରଙ୍କ ସହ ଦେଖି ସହି ପାରନ୍ତିନି। ଆଦିତ୍ୟ ଏସବୁ କଥା ମୋତେ ଏବଂ ତାଙ୍କ ବାପା-ମାଙ୍କୁ କହିଥିଲେ। ଏମିତିକି ଆମ ନିର୍ବନ୍ଧ ପରେ ମଧ୍ୟ ସେ ସିଧା ଧମକ ଦେଉଥିଲେ। ବାହାଘରର ଠିକ୍‌ ୨ ଦିନ ପୂର୍ବରୁ ସିଧା ସଳଖ ଧମକ ଦେଇଥିଲେ। ଠିକ୍‌ ସମୟରେ ଠିକ ଲୋକ ଠିକ ଜାଗାରେ ପହଞ୍ଚିବେ ବୋଲି ସେହି ରହସ୍ୟମୟୀ ଯୁବତୀ କହିଥିଲେ। ଏ ସମସ୍ତ ତଥ୍ୟ ମୁଁ କ୍ରାଇମବ୍ରାଞ୍ଚକୁ ଦେଇଛି।”

ଏହା ପୂର୍ବରୁ ଆଦିତ୍ୟଙ୍କ ମାଆ କହିଛନ୍ତି, ସେହି ଝିଅ ଜଣକ ଆଦିତ୍ୟଙ୍କୁ ଏକତରଫା ଭଲ ପାଉଥିଲା। ବିବାହ ନ କରିଲେ ଠିକ୍‌ ସ୍ଥାନରେ ଠିକ ଲୋକ ପହଞ୍ଚି ଆଦିତ୍ୟଙ୍କୁ ମାରି ଦେବେ ବୋଲି ଖୋଲା ଧମକ ଦେଇଥିଲା। ଖାଲି ଏତିକି ନୁହେଁ ନିଜ ହାତ ଗୋଡ଼ କାଟି ଆତ୍ମହତ୍ୟା କରିବାର ମଧ୍ୟ ଧମକ ଦେଇଥିଲା। ବିଦ୍ୟାଶ୍ରୀଙ୍କ ସହ ଆଦିତ୍ୟର ନିର୍ବନ୍ଧ ଦିନ ଯୁବତୀ ଜଣକ ଏହି ଧମକ ଦେଇଥିଲା। ସେହି ଯୁବତୀ ହିଁ ଆଦିତ୍ୟଙ୍କ ମୃତ୍ୟୁ ପଛର ଖଳନାୟିକା ବୋଲି ଅଭିଯୋଗ କରିଛନ୍ତି ଆଦିତ୍ୟଙ୍କ ମାଆ।

ଦୁଇ ଦିନ ତଳେ ଆଦିତ୍ୟଙ୍କ ବାପା ବି ଏହି କଥା କହିଥିଲେ। ସାଇକୋ ଲେଡି ସମ୍ପର୍କରେ ଆଦିତ୍ୟଙ୍କ ପରିବାର କ୍ରାଇମବ୍ରାଞ୍ଚକୁ ସମ୍ପୂର୍ଣ୍ଣ ତଥ୍ୟ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story