ମନୀଷ ମୃତ୍ୟୁ ପଛରେ କିଏ? ୫ ଜଣଙ୍କୁ ଧରି ଘାଣ୍ଟୁଛି କମିଶନରେଟ୍ ପୁଲିସ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁକୁ ୫ ଦିନ ବିତି ଯାଇଛି। କିନ୍ତୁ ଏଯାଏ ଏହି ମୃତ୍ୟୁ ଉପରୁ ରହସ୍ୟ ଉଠିପାରିନାହିଁ। ମନୀଷଙ୍କ ମୃତ୍ୟୁ କେମିତି ହେଲା, ତାହା ଜଣାପଡ଼ି ନାହିଁ। ତେବେ ତାଙ୍କ ମୃତ୍ୟୁ ପରେ ଏବେ ପ୍ରତି ଦିନ ନୂଆ ଖୁଲାସା ହେବାରେ ଲାଗିଛି। ବର୍ତ୍ତମାନ ତଦନ୍ତ ଯେଉଁ ଦିଗରେ ଚାଲିଛି, ତାକୁ ଦେଖି ଲାଗୁଛି ଯେ ମନୀଷଙ୍କୁ ହତ୍ୟା କରାଯାଇଛି। ତାହେଲେ ଏଠି […]

Manish Anurag

Manish Anurag

Ranjit Kumar Jena
  • Published: Thursday, 14 October 2021
  • Updated: 14 October 2021, 10:08 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁକୁ ୫ ଦିନ ବିତି ଯାଇଛି। କିନ୍ତୁ ଏଯାଏ ଏହି ମୃତ୍ୟୁ ଉପରୁ ରହସ୍ୟ ଉଠିପାରିନାହିଁ। ମନୀଷଙ୍କ ମୃତ୍ୟୁ କେମିତି ହେଲା, ତାହା ଜଣାପଡ଼ି ନାହିଁ। ତେବେ ତାଙ୍କ ମୃତ୍ୟୁ ପରେ ଏବେ ପ୍ରତି ଦିନ ନୂଆ ଖୁଲାସା ହେବାରେ ଲାଗିଛି। ବର୍ତ୍ତମାନ ତଦନ୍ତ ଯେଉଁ ଦିଗରେ ଚାଲିଛି, ତାକୁ ଦେଖି ଲାଗୁଛି ଯେ ମନୀଷଙ୍କୁ ହତ୍ୟା କରାଯାଇଛି। ତାହେଲେ ଏଠି ପ୍ରଶ୍ନ ଉଠୁଛି ମନୀଷଙ୍କୁ ହତ୍ୟା କଲା କିଏ?

ତଦନ୍ତ ବେଳେ ଏବେ ସାମ୍ନାକୁ ଆସିଛି ହୋଟେଲ୍, ବିଲ୍ ଓ ବଚସା। ଘଟଣା ଗତ ଅର୍ଥାତ୍ ଶନିବାର ରାତିରେ ମନୀଷଙ୍କୁ ସାଉଥ୍ ସିଟି ହୋଟେଲକୁ ନିଆଯାଇଥିଲା। ସେହି ହୋଟେଲର ବିଲ୍ ପେମେଣ୍ଟକୁ ନେଇ ମୁହାଁମୁହିଁ ସ୍ଥିତି ଉପୁଜିଥିଲା। କୁହାଯାଉଛି, ମନୀଷଙ୍କୁ ସଂପୃକ୍ତ ହୋଟେଲ୍ କର୍ମଚାରୀ ଅଟକ ରଖିଥିଲେ। ଏହାପରେ କିଛି ଲୋକ ତାଙ୍କୁ ମାରପିଟ୍ କରିବା ସହ ଟଙ୍କା ମାଗୁଥିବା ନେଇ ରବିବାର ଭୋରରେ ବାପା ନବୀନ ଦାସଙ୍କୁ ଫୋନ୍ କରି ଜଣାଇଥିଲେ ମନୀଷ।

ଖବର ପାଇ ଭୋର୍ ୩ଟା ୨୪ରେ ୫ ହଜାର ଟଙ୍କା ଓ ୩ଟା ୨୭ରେ ଆଉ ୩ ହଜାର ଟଙ୍କା ପଠାଇଥିଲେ ପରିବାର ଲୋକେ। ଏହି ଟଙ୍କାରେ ହୋଟେଲ୍ ବିଲ୍ ପେମେଣ୍ଟ ହୋଇଥିବା ସନ୍ଦେହ କରାଯାଉଛି। ତା ପୂର୍ବରୁ ମନୀଷଙ୍କ ସହ ହୋଟେଲକୁ ଯାଇଥିବା ୪ ଯୁବକ ବାହାରି ଯାଇଥିବା ବେଳେ ବିଲ୍ ପେମେଣ୍ଟ ପରେ ଏକୁଟିଆ ବାହାରିଥିଲେ ମନୀଷ। ହୋଟେଲ୍ ବାହାରେ ମନୀଷ ଓ ଅନ୍ୟ ୪ ଯୁବକଙ୍କ ମଧ୍ୟରେ ବିଲ୍ ପେମେଣ୍ଟକୁ ନେଇ ପୁଣି ବଚସା ହୋଇଥିଲା। ଆଉ ଏହାର କେଇ ଘଣ୍ଟା ପରେ ପୋଖରୀରୁ ମିଳିଥିଲା ମନୀଷଙ୍କ ମୃତଦେହ। ହେଲେ ହୋଟେଲକୁ ସାଙ୍ଗରେ ଯାଇଥିବା ଯୁବକ କିନ୍ତୁ ଘଟଣାସ୍ଥଳରୁ ଖସିଯାଇଥିଲେ। ସେମାନଙ୍କ ମଧ୍ୟରୁ କନ୍ଧମାଳରୁ ଧରାପଡ଼ିଥିବା ମୃତ୍ୟୁଞ୍ଜୟ ଏବଂ ଦିନେଶ ୟୁନିଟ୍-୪ ସ୍ଥିତ ସ୍ୱାଗତ ହୋଟେଲକୁ ସକାଳ ୫ଟାରେ ଚେକ୍ ଇନ୍ କରିଥିଲେ। ୧୨ ଘଣ୍ଟା ସେଠାରେ ରହିବା ପରେ ଦୁହେଁ କନ୍ଧମାଳ ପଳାଇଥିଲେ।

ତେବେ ଏଠି ପ୍ରଶ୍ନ ଉଠୁଛି ହୋଟେଲ୍ ବାହାରେ ବିଲକୁ ନେଇ ଯେଉଁ ବଚସା ହୋଇଥିବା କୁହାଯାଉଛି, ତାହା କେବଳ ବଚସାରେ ସୀମିତ ଥିଲା ନା ଉତ୍ତେଜନାରୁ ଘଟିଛି ଅପ୍ରୀତିକର ପରିସ୍ଥିତି? ଏହାର ଉତ୍ତର ଖୋଜିବାକୁ ପୁଲିସ ଅଟକ ୫ ଜଣଙ୍କୁ ଅଟକ ରଖି ଘନ ଘନ ଜେରା କରୁଛି। ତାସହ ମନୀଷଙ୍କ ମୃତଦେହ ମିଳିଥିବା ପୋଖରୀ ଆଡ଼କୁ ଘଟଣା ଦିନ କାହାର ଗାଡ଼ିସବୁ ଯାଇଛି, ସିସିଟିଭି ଫୁଟେଜ ଆଧାରରେ ଘାଣ୍ଟୁଛିା ତେବେ ଶନିବାର ରାତିରେ ସାଉଥସିଟି ହୋଟେଲକୁ ଯିବା ପୂର୍ବରୁ ଭୁବନେଶ୍ୱରର ଆଉ ୨ଟି ବାରକୁ ମଧ୍ୟ ୨ ସାଙ୍ଗଙ୍କ ସହ ମନୀଷ ଯାଇଥିଲେ ବୋଲି ପୁଲିସ ସୂଚନା ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story