ମନୋଜ ଓ ତେଜେଶ୍ୱର ହେଲେ ବିଜେପି ରାଜ୍ୟ ମୁଖପାତ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଂଗ୍ରେସ ଓ ବିଜେଡି ଛାଡ଼ି ଗତ କିଛିଦିନ ତଳେ ବିଜେପିରେ ସାମିଲ ହୋଇଥିବା ଯୁବନେତା ମନୋଜ କୁମାର ମହାପାତ୍ର, ତେଜେଶ୍ୱର ପରିଡ଼ା ଓ ଅନୀଲ କୁମାର ବିଶ୍ୱାଳଙ୍କୁ ବିଜେପି ରାଜ୍ୟ ମୁଖପାତ୍ର ଭାବେ ନିଯୁକ୍ତି ମିଳଛି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନରେ ୩ଜଣ ଯୁବ ନେତାଙ୍କୁ ଦଳ ରାଜ୍ୟ ମୁଖପାତ୍ର ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି ବୋଲି ବିଜେପି ରାଜ୍ୟ ମିଡିଆ ସେଲ୍ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ସୂଚନା […]

BJP

BJP

Ordigital Desk
  • Published: Monday, 17 October 2022
  • Updated: 17 October 2022, 06:12 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଂଗ୍ରେସ ଓ ବିଜେଡି ଛାଡ଼ି ଗତ କିଛିଦିନ ତଳେ ବିଜେପିରେ ସାମିଲ ହୋଇଥିବା ଯୁବନେତା ମନୋଜ କୁମାର ମହାପାତ୍ର, ତେଜେଶ୍ୱର ପରିଡ଼ା ଓ ଅନୀଲ କୁମାର ବିଶ୍ୱାଳଙ୍କୁ ବିଜେପି ରାଜ୍ୟ ମୁଖପାତ୍ର ଭାବେ ନିଯୁକ୍ତି ମିଳଛି ।

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନରେ ୩ଜଣ ଯୁବ ନେତାଙ୍କୁ ଦଳ ରାଜ୍ୟ ମୁଖପାତ୍ର ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି ବୋଲି ବିଜେପି ରାଜ୍ୟ ମିଡିଆ ସେଲ୍ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ସୂଚନା ଦେଇଛନ୍ତି । ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ନିଜର ମିଡିଆ ବିଭାଗକୁ ଅଧିକ ସୁଦୃଢ଼ କରିବାକୁ ପଦକ୍ଷେପ ନେଇଛି ।

ସୂଚନାଯୋଗ୍ୟ, ଗତ କିଛିଦିନ ପୂର୍ବରୁ କଂଗ୍ରେସ ଛାଡ଼ି ମନୋଜ ମହାପାତ୍ର, ଓ ବିଜେଡି ଛାଡ଼ି ତେଜେଶ୍ୱର ପରିଡ଼ାଙ୍କୁ ବିଜେପିରେ ସାମିଲ ହୋଇଥିଲେ । ପୁରୀର ଅନୀଲ କୁମାର ବିଶ୍ୱାଳ ବିଜେପି ସହ ପୂର୍ବରୁ ଜଡ଼ିତ ରହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story