Advertisment

କୁଆପଥର ମାଡ଼ରେ ଭାଙ୍ଗିଲା ଆଜବେଷ୍ଟସ

ବାଲିଗୁଡ଼ା(ଅଜିତ ନାୟକ): କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତକାଲି ସନ୍ଧ୍ୟାରେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି, ଘଡ଼ଘଡ଼ି ଓ କୁଆପଥର ମାଡ଼ ହୋଇଛି। ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୧ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକଙ୍କ ଘର ନଷ୍ଟ ହୋଇଯାଇଛି। ଦଣ୍ଡିମାହା, ଡବୁଲୁମାହା, ଶ୍ରାନିକେତା ଓ ଡିପୁମାହା ଆଦି ଅଞ୍ଚଳବାସୀ ଅଧିକ କ୍ଷତିଗ୍ରସ୍ତ ହୋଇଛି। ତେବେ ବଡ଼ ବଡ଼ କୁଆପଥର ପଡ଼ିବା ଯୋଗୁ ଦଣ୍ଡିମାହା ଅଞ୍ଚଳବାସୀଙ୍କ ଘରର ଆଜବେଷ୍ଟସ ଭାଙ୍ଗି ବର୍ଷା ପାଣି ପଶି […]

ଅଦ୍ୟତନ ହୋଇଛି
କୁଆପଥର ମାଡ଼ରେ ଭାଙ୍ଗିଲା ଆଜବେଷ୍ଟସ

baliguda

Advertisment

ବାଲିଗୁଡ଼ା(ଅଜିତ ନାୟକ): କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତକାଲି ସନ୍ଧ୍ୟାରେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି, ଘଡ଼ଘଡ଼ି ଓ କୁଆପଥର ମାଡ଼ ହୋଇଛି। ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୧ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକଙ୍କ ଘର ନଷ୍ଟ ହୋଇଯାଇଛି। ଦଣ୍ଡିମାହା, ଡବୁଲୁମାହା, ଶ୍ରାନିକେତା ଓ ଡିପୁମାହା ଆଦି ଅଞ୍ଚଳବାସୀ ଅଧିକ କ୍ଷତିଗ୍ରସ୍ତ ହୋଇଛି।

Advertisment

ତେବେ ବଡ଼ ବଡ଼ କୁଆପଥର ପଡ଼ିବା ଯୋଗୁ ଦଣ୍ଡିମାହା ଅଞ୍ଚଳବାସୀଙ୍କ ଘରର ଆଜବେଷ୍ଟସ ଭାଙ୍ଗି ବର୍ଷା ପାଣି ପଶି ଯାଇଥିଲା। ଫଳରେ ଲୋକଙ୍କ ଆସବାବପତ୍ର ସବୁ ନଷ୍ଟ ହୋଇଯାଇଛି। ଅନ୍ୟପକ୍ଷରେ ଅସହାୟ ପରିବାରଙ୍କୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍କୁଲ ଆଶ୍ରମରେ ରଖାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe