ମୃତ ଦେହ କୁଆଡ଼େ ଗଲା ତାହା ରାଜ୍ୟ ସରକାର ତଦାରଖ କରୁଛନ୍ତି। ଲେକଙ୍କୁ କେମିିତ ଗାଏବ କରାହେବ ସବୁ ତ ଅନଲାଇନରେ ଟିକେଟ୍ କଟା ହେଉଛି। ଏବେ ଲୁଚାଇବା କଥା ନୁହେଁ। ଅନେକ ବିନା ଟିକେଟରେ ଯାଉଛନ୍ତି, କେମିତି ଜଣାପଡ଼ିବ ବୋଲି କହିଛନ୍ତି ବିଜେପି ବିଧାୟିକା କୁସୁମ ଟେଟେ।