Advertisment

ଯା… ବୋହୂ କରି ନେଇ ଯା...

ନା ଥିଲା ବ୍ରାହ୍ମଣର ବେଦ ମନ୍ତ୍ର। ନା ଥିଲା ହୋମ ନିଆଁ। ବିନା ବରଯାତ୍ରୀ, ବିନା ରୋଷଣୀରେ ହେଲା ବାହାଘର। ଏଠି ଆଇନ୍ ସାଜିଥିଲା ମନ୍ତ୍ର। ପୋଲିସ ଦେଉଥିଲା ଆର୍ଶୀବାଦ। ଆଉ ଦେବୀ ଦୁର୍ଗାଙ୍କୁ ମୁଣ୍ଡିଆ ମାରି ସାତ ଜନମ ପାଇଁ ସାଥି କରିନେଲେ ଯୁବକ ଜଣକ।। ଏଭଳି ନିଆରା ବାହାଘର ଦେଖିବାକୁ ମିଳିଛି ସୋନପୁର ଜିଳ୍ଲା ବୀର ମହାରାଜପୁର ଥାନା ପରିସରରେ।

Marriage Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe