Advertisment

ସ୍କୁଲରେ ବାହା ହେଲେ ସାର୍‌!

ସ୍କୁଲ ଭିତରେ ପ୍ରଧାନ ଶିକ୍ଷକଙ୍କ ଦ୍ଵିତୀୟ ବିବାହ। ଏ ନେଇ ଥାନାର ଦ୍ୱାରସ୍ଥ ହେଲେ ପ୍ରଥମ ପତ୍ନୀ। ବିବାହ ବେଳର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ। ଥାନାରେ ରୁଜୁ ହେଲା ମାମଲା।

author-image
Debendra Prusty

ସ୍କୁଲ ଭିତରେ ପ୍ରଧାନ ଶିକ୍ଷକଙ୍କ ଦ୍ଵିତୀୟ ବିବାହ। ଏ ନେଇ ଥାନାର ଦ୍ୱାରସ୍ଥ ହେଲେ ପ୍ରଥମ ପତ୍ନୀ। ବିବାହ ବେଳର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ। ଥାନାରେ ରୁଜୁ ହେଲା ମାମଲା। 

Advertisment
Odisha School Marriage Odisha Teacher Remarriage