ସ୍କୁଲରେ ବାହା ହେଲେ ସାର୍‌!

  • Published: Thursday, 16 February 2023
  • , Updated: 16 February 2023, 10:47 AM IST

ସ୍କୁଲ ଭିତରେ ପ୍ରଧାନ ଶିକ୍ଷକଙ୍କ ଦ୍ଵିତୀୟ ବିବାହ। ଏ ନେଇ ଥାନାର ଦ୍ୱାରସ୍ଥ ହେଲେ ପ୍ରଥମ ପତ୍ନୀ। ବିବାହ ବେଳର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ। ଥାନାରେ ରୁଜୁ ହେଲା ମାମଲା। 

Related story