ପ୍ରେମ ବିବାହ କରିବାରୁ ୨୦ ବର୍ଷ ହେଲା ବାସନ୍ଦ ଜୀବନ ବିତାଉଛନ୍ତି ଗଜପତି ଜିଲ୍ଲା ମୋହନା ଥାନା ଆନନ୍ଦପୁର ବାଗଡଙ୍ଗର ଗାଁର ଜର୍ଜଙ୍କ ପରିବାର। ଏବେ ନ୍ୟାୟ ଅପେକ୍ଷାରେ ଜର୍ଜଙ୍କ ପରିବାର।