ଅନାଥ ଶିଶୁଙ୍କ ସହ ମଧ୍ୟାହ୍ନ ଭୋଜନ ଖାଇଲେ ଗଣଶିକ୍ଷା ମନ୍ତ୍ରୀ

ମାଲକାନଗିରି (ଓଡ଼ିଶା ରିପୋର୍ଟର): ମାଲକାନାଗିରି ସଦର ମହକୁମାରେ ଥିବା ଶିଶୁ ଗୃହରେ ଅନାଥ ଶିଶୁଙ୍କ ସହ ବସି ମଧ୍ୟାହ୍ନ ଭୋଜନ ଖାଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ। ମନ୍ତ୍ରୀଙ୍କ ସହିତ ଉନ୍ନୟନ ସଚିବ ମଧ୍ୟ ରହିଥିଲେ। ଏହି ସମୟରେ ଜିଲ୍ଲାର ସମସ୍ତ  ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ ଏବଂ ସେମାନଙ୍କ କାର୍ଯ୍ୟକୁ ମଧ୍ୟ ସମୀକ୍ଷା କରାଯାଇଥିଲା। ଏହି ଅବସରରେ ମାଲକାନାଗିରିରେ ଥିବା ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା।

mantri

Puspanjali Panda
  • Published: Thursday, 19 December 2019
  • , Updated: 19 December 2019, 12:01 PM IST

ମାଲକାନଗିରି (ଓଡ଼ିଶା ରିପୋର୍ଟର): ମାଲକାନାଗିରି ସଦର ମହକୁମାରେ ଥିବା ଶିଶୁ ଗୃହରେ ଅନାଥ ଶିଶୁଙ୍କ ସହ ବସି ମଧ୍ୟାହ୍ନ ଭୋଜନ ଖାଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ। ମନ୍ତ୍ରୀଙ୍କ ସହିତ ଉନ୍ନୟନ ସଚିବ ମଧ୍ୟ ରହିଥିଲେ।

ଏହି ସମୟରେ ଜିଲ୍ଲାର ସମସ୍ତ  ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ ଏବଂ ସେମାନଙ୍କ କାର୍ଯ୍ୟକୁ ମଧ୍ୟ ସମୀକ୍ଷା କରାଯାଇଥିଲା। ଏହି ଅବସରରେ ମାଲକାନାଗିରିରେ ଥିବା ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା।

Related story