ବଦଳିଲା ମାଟ୍ରିକ୍ ପରୀକ୍ଷା ଢାଞ୍ଚା। କରୋନା ପାଇଁ ଗତ ଦୁଇ ବର୍ଷ ଧରି ନବମ ଓ ଦଶମରେ ହେଉଥିବା ସମ୍ମେଟିଭ୍ ପରୀକ୍ଷା ଆଉ ହେବନାହିଁ। କିନ୍ତୁ ଇଣ୍ଟରନାଲ୍ ଆସେସ୍ମେଣ୍ଟ ଓ ହାପ୍ ଇଅଲି ପରୀକ୍ଷା ହେବ। ଏଥିସହ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ହେବ ବୋଲି ସୂଚନା ଦେଇଛନ୍ତି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି। ପୂର୍ବ ପରି ବର୍ଷ ଶେଷକୁ ଗୋଟିଏ ବୋର୍ଡ ପରୀକ୍ଷା ହେବ। ପ୍ରେସମିଟରେ ବୋର୍ଡ ସଭାପତି ରାମାଶିଷ ହାଜରା ଏହି ସୂଚନା ଦେଇଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
'ବାଧ୍ୟ କଲେ ଦଳ ଛାଡ଼ିଦେବି'
କଂଗ୍ରେସର ବରିଷ୍ଠ ତଥା ଅଭିଜ୍ଞ ନେତା ହେଉଛନ୍ତି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର। ୨୦୨୪ ସାଧାରଣ ନିର୍ବାଚନରେ ନରସିଂହ ମିଶ୍ର ଲଢ଼ିବେ ନା ନାହିଁ? ଏ ନେଇ ସ୍ପଷ୍ଟ କଲେ ନରସିଂହ ମିଶ୍ର।
Odisha
ରଜାଘରର ନୂଆ ଚେହେରା
ରାଜାଘର କଳି ଭିତରେ ରାଜନୀତି ଚର୍ଚ୍ଚା, ୨୪ରେ କିଏ ହେବ ନୂଆ ଚେହେରା? ସାନ ଭାଇଙ୍କ ଅନୁପସ୍ଥିତିରେ ମଝିଆ ଭାଇ ସମ୍ଭାଳୁଛନ୍ତି ଗଡ଼। ଅନ୍ୟପଟେ ନରସିଂହ ମିଶ୍ର କହିଲେ, ଆଉ ଲଢ଼ିବେନି ନିର୍ବାଚନ।
Odisha
ସ୍ତ୍ରୀ ବ୍ଲକ ଅଧ୍ୟକ୍ଷା, ସ୍ୱାମୀ ୪୨୦ କଣ୍ଟ୍ରାକ୍ଟର
ସ୍ତ୍ରୀ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ଅଧ୍ୟକ୍ଷା। ସ୍ୱାମୀ ପେଶାରେ ଠିକାଦାର ଆଉ ରାଜନୀତିରେ ବି ନିଶା ରଖନ୍ତି। ହେଲେ ବାବୁଙ୍କ କାରନାମା ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି। ବ୍ଲକରେ ଠିକାଦାରୀ କରୁଥିବା ଠିକାଦାର ବାବୁ ଠିକା କାମ ପାଇଁ ୧୫ ଲକ୍ଷ ଟଙ୍କାର ସିକ୍ୟୁରିଟି ଟଙ୍କା ଜମା କରିଥିଲେ ।