Advertisment

ଆସନ୍ତାକାଲିଠୁ ମାଟ୍ରିକ ପରୀକ୍ଷା ଆରମ୍ଭ

ଆସନ୍ତାକାଲି ମାଟ୍ରିକ ସମେଟିଭ ୨ ପରୀକ୍ଷା ଆରମ୍ଭ ହେବ। ୫ ଲକ୍ଷ ୪୧ ହଜାର ୨୪୭ ଜଣ ପରୀକ୍ଷାର୍ଥୀ ମାଟ୍ରିକ ସମେଟିଭ ପରୀକ୍ଷା ଦେବେ। ୩୨୧୮ କେନ୍ଦ୍ରରେ ପରୀକ୍ଷା କରାଯିବ। ୩୧୬ଟି ନୋଡାଲ ସେଣ୍ଟର ରହିଥିବାବେଳେ ୨୨ଟି ପୁଲିସ ଷ୍ଟେସନ ରହିଛି। ସମସ୍ତ ଡିଓମାନଙ୍କୁ ତାଲିମ ଦିଆଯାଇଛି। ଏହାସହ ସମସ୍ତ ସେଣ୍ଟର ସୁପରିଣ୍ଡେଣ୍ଟମାନଙ୍କୁ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି।

author-image
Manoj Swain

10th Exam Odisha