/odisha-reporter/media/post_attachments/uploads/2015/05/Orissa-Board-10th-SSC-Date-Sheet-20151.jpg)
Orissa-Board-10th-SSC-Date-Sheet-2015
କଟକ: ଆସନ୍ତା ୨୯ ତାରିଖରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଫର୍ମ ଫିଲପ୍ କରାଯିବ। ପ୍ରଥମ ଥର ଲାଗି ଅନ୍ ଲାଇରେ ଫର୍ମ ଫିଲପ୍ ଲାଗି ବ୍ୟବସ୍ଥା କରାଯାଇଛି। ଏହି ପ୍ରକ୍ରିୟା ୪ ଦିନ ଚାଲିବ। ବୋଲି ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଦକ୍ଷ ପ୍ରସାଦ ନନ୍ଦ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
