Advertisment

ମେ’୧୧ରୁ ମିଳିବ ମାଟ୍ରିକ ପରୀକ୍ଷାର ଓଏମ୍ଆର ସିଟ୍ କପି

କଟକ: ଆସନ୍ତାକାଲିଠାରୁ ମାଟ୍ରିକ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ ଓଏମ୍ଆର୍ ସିଟ୍ କପି ପାଇପାରିବେ। ଅପରାହ୍ଣ ୨ଟା ପରଠୁ ଏହି କପ୍ ବୋର୍ଡର ୱେବସାଇଟରେ ଉପଲବ୍ଧ ହେବେ। ବିନା ମୂଲ୍ୟରେ ଛାତ୍ରଛାତ୍ରୀମାନେ ଏହାକୁ ୱେବସାଇଟରୁ ଡାଉନଲୋଡ଼ କରିପାରିବେ। ରବିବାର ବୋର୍ଡ ସଭାପତି ଦକ୍ଷ ପ୍ରସାଦ ନନ୍ଦ ଏହି ସୂଚନା ଦେଇଛନ୍ତି।

author-image
Rakesh Mallick
ଆଜିଠୁ ମାଟ୍ରିକ ପରୀକ୍ଷା ଖାତା ରି-ଚେକିଂ ଓ ରି-ଆଡିସନ୍ ପ୍ରକ୍ରିୟା

Board of Secondary