ମେ’୧୧ରୁ ମିଳିବ ମାଟ୍ରିକ ପରୀକ୍ଷାର ଓଏମ୍ଆର ସିଟ୍ କପି

କଟକ: ଆସନ୍ତାକାଲିଠାରୁ ମାଟ୍ରିକ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ ଓଏମ୍ଆର୍ ସିଟ୍ କପି ପାଇପାରିବେ। ଅପରାହ୍ଣ ୨ଟା ପରଠୁ ଏହି କପ୍ ବୋର୍ଡର ୱେବସାଇଟରେ ଉପଲବ୍ଧ ହେବେ। ବିନା ମୂଲ୍ୟରେ ଛାତ୍ରଛାତ୍ରୀମାନେ ଏହାକୁ ୱେବସାଇଟରୁ ଡାଉନଲୋଡ଼ କରିପାରିବେ। ରବିବାର ବୋର୍ଡ ସଭାପତି ଦକ୍ଷ ପ୍ରସାଦ ନନ୍ଦ ଏହି ସୂଚନା ଦେଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।