ମେ’୨୬ ତାରିଖରୁ ଆରମ୍ଭ ହେବ ହାତୀଗଣନା

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ହାତୀଗଣନା। ଏହା ୨୬, ୨୭ ଓ ୨୮ ତିନିଦିନ ଧରି ଚାଲିବ। ଏହି କ୍ରମରେ ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ସମେତ ଜିଲାର  ନୀଳଗିରି, ସୋର ଓ ଜଳେଶ୍ୱର ରେଞ୍ଜରେ ମଧ୍ୟ ହାତୀ ଗଣନା କରାଯିବ। ଏଥିପାଇଁ ୪୯ଟି ଟିମରେ ୧୫୫ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଇତିମଧ୍ୟରେ ସମସ୍ତଙ୍କୁ ତାଲିମ ଦିଆଯାଇସାରିଛି।   ଯେଉଁଥିରେ ୪ଜଣ ରେଞ୍ଜର ୨୦ଜଣ ଫରେଷ୍ଟର ୩୨ଜଣ ଗାର୍ଡ ଓ ସବୁଜ ବାହୀନି […]

Chandaka-elephant-orissa

Chandaka-elephant-orissa

Rakesh Mallick
  • Published: Saturday, 23 May 2015
  • Updated: 23 May 2015, 10:02 AM IST

Sports

Latest News

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ହାତୀଗଣନା। ଏହା ୨୬, ୨୭ ଓ ୨୮ ତିନିଦିନ ଧରି ଚାଲିବ। ଏହି କ୍ରମରେ ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ସମେତ ଜିଲାର  ନୀଳଗିରି, ସୋର ଓ ଜଳେଶ୍ୱର ରେଞ୍ଜରେ ମଧ୍ୟ ହାତୀ ଗଣନା କରାଯିବ। ଏଥିପାଇଁ ୪୯ଟି ଟିମରେ ୧୫୫ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଇତିମଧ୍ୟରେ ସମସ୍ତଙ୍କୁ ତାଲିମ ଦିଆଯାଇସାରିଛି।   ଯେଉଁଥିରେ ୪ଜଣ ରେଞ୍ଜର ୨୦ଜଣ ଫରେଷ୍ଟର ୩୨ଜଣ ଗାର୍ଡ ଓ ସବୁଜ ବାହୀନି ସାମିଲ ହେବେ।  ଜଙ୍ଗଲ ମଧ୍ୟରେ ଥିବା ବିଭିନ୍ନ ଜଳାଶୟ ନିକଟରେ ମଞ୍ଚା କରି କର୍ମଚାରୀମାନେ ମୁଖ୍ୟତଃ ରାତିବେଳା ହାତୀମାନଙ୍କ ଗତିବିଧି ଲକ୍ଷ୍ୟ କରିବା ସହ ଗଣନା କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story