Advertisment

ମେ ୨୯ ଷ୍ଟ୍ରାଟେଜି ଏକ ଭୁଲ୍ ଥିଲା: ପ୍ୟାରୀମୋହନ ମହାପାତ୍ର

ଭୁବନେଶ୍ୱର: ୨୦୧୨ ମସିହା ମେ ୨୯ ଷ୍ଟ୍ରାଟେଜି ଏକ ଭୁଲ୍ ଥିଲା। ବିଜେଡି ବିଦ୍ରୋଦର ତିନିବର୍ଷ ପରେ ଆଜି ଏହା ସ୍ୱୀକର କରିଛନ୍ତି ସାଂସଦ ପ୍ୟାରୀମୋହନ ମହାପାତ୍ର। ଏହି ଘଟଣାକୁ ନେଇ ଏକଦା ଚଳଚଞ୍ଚଳ ପ୍ୟାରୀଙ୍କ ସହିଦ୍ ନଗରର ବାସଭବନ ପ୍ଲଟ୍ ନମ୍ୱର ଏ ବାଇ ୧୧୧ ଏବେ ଖାଁ ଖାଁ ହୋଇପଡିଛି ।ଏହିଠାରେ ଆଉ ଆଗଭଳି ନେତା ଓ ଅଫିସରଙ୍କ ଭିଡ଼ ପରିଲକ୍ଷିତ ହେଉନାହିଁ। ମେ-୨୯ର ସେଇ ଘଟଣା ରାଜ୍ୟ ରାଜନୀତିକୁ  ନୂଆ ମୋଡ଼ ଦେଇଥିଲା। […]

ମେ ୨୯ ଷ୍ଟ୍ରାଟେଜି ଏକ ଭୁଲ୍ ଥିଲା: ପ୍ୟାରୀମୋହନ ମହାପାତ୍ର

Naveen_encircle

Advertisment

ଭୁବନେଶ୍ୱର: ୨୦୧୨ ମସିହା ମେ ୨୯ ଷ୍ଟ୍ରାଟେଜି ଏକ ଭୁଲ୍ ଥିଲା। ବିଜେଡି ବିଦ୍ରୋଦର ତିନିବର୍ଷ ପରେ ଆଜି ଏହା ସ୍ୱୀକର କରିଛନ୍ତି ସାଂସଦ ପ୍ୟାରୀମୋହନ ମହାପାତ୍ର। ଏହି ଘଟଣାକୁ ନେଇ ଏକଦା ଚଳଚଞ୍ଚଳ ପ୍ୟାରୀଙ୍କ ସହିଦ୍ ନଗରର ବାସଭବନ ପ୍ଲଟ୍ ନମ୍ୱର ଏ ବାଇ ୧୧୧ ଏବେ ଖାଁ ଖାଁ ହୋଇପଡିଛି ।ଏହିଠାରେ ଆଉ ଆଗଭଳି ନେତା ଓ ଅଫିସରଙ୍କ ଭିଡ଼ ପରିଲକ୍ଷିତ ହେଉନାହିଁ। ମେ-୨୯ର ସେଇ ଘଟଣା ରାଜ୍ୟ ରାଜନୀତିକୁ  ନୂଆ ମୋଡ଼ ଦେଇଥିଲା। ଶାସନାଧିନ ବିଜେଡିର ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରେ ଥିବାବେଳେ ମୁଖ୍ୟମନ୍ତ୍ରୀ ଆସନ ହାତେଇବା ପାଇଁ ମୁଖ୍ୟମନ୍ତ୍ରୀଥିବା ନବୀନପଟ୍ଟନାୟକଙ୍କ ବିରୋଧରେ ପ୍ୟାରୀମୋହନ ମହାପାତ୍ରା ରାଜନୈତିକ ଚକ୍ରାନ୍ତ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହାପରେ ସେ ବିଜଡିରୁ ବର୍ହିସ୍କୃତ ହୋଇଥିଲେ। ସେତେବେଳର ଓଡ଼ିଶା ରାଜନୀତିରେ ପ୍ରଭାବଶାଳୀ ବ୍ୟକ୍ତିତ୍ବ ପ୍ୟାରୀମୋହନ ମହାପାତ୍ରଙ୍କ ସହିଦନଗର ଘର ଏବେ ଶୁନଶାନ୍ ପରିଲକ୍ଷିତ ହେଉଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe