Advertisment

ମିଳିପାରେ ସାମାନ୍ୟ ଆଶ୍ବସ୍ତି

ଚଳିତ ଗ୍ରୀଷ୍ମ ପ୍ରବାହକୁ ନେଇ ପାଣିପାଗ ବିଜ୍ଞାନୀ ଡ଼. ଉମାଶଙ୍କରଙ୍କ ପ୍ରତିକ୍ରିୟା । ତେବେ ପାଣିପାଗକୁ ନେଇ କଣ କହୁଛନ୍ତି ଶୁଣନ୍ତୁ ।

author-image
Manoj Swain

ଚଳିତ ଗ୍ରୀଷ୍ମ ପ୍ରବାହକୁ ନେଇ ପାଣିପାଗ ବିଜ୍ଞାନୀ ଡ଼. ଉମାଶଙ୍କରଙ୍କ ପ୍ରତିକ୍ରିୟା। କାଲିଠାରୁ ରାଜ୍ୟରେ ତାପମାତ୍ରାରେ ସାମାନ୍ୟ ପରିବର୍ତ୍ତନ ହେବ। ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ତେବେ ପାଣିପାଗକୁ ନେଇ କଣ କହୁଛନ୍ତି ଶୁଣନ୍ତୁ। 

Advertisment
Bhubaneswar Weather Report