ମିଳିପାରେ ସାମାନ୍ୟ ଆଶ୍ବସ୍ତି

  • Published: Friday, 14 April 2023
  • , Updated: 14 April 2023, 06:21 PM IST

ଚଳିତ ଗ୍ରୀଷ୍ମ ପ୍ରବାହକୁ ନେଇ ପାଣିପାଗ ବିଜ୍ଞାନୀ ଡ଼. ଉମାଶଙ୍କରଙ୍କ ପ୍ରତିକ୍ରିୟା। କାଲିଠାରୁ ରାଜ୍ୟରେ ତାପମାତ୍ରାରେ ସାମାନ୍ୟ ପରିବର୍ତ୍ତନ ହେବ। ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ତେବେ ପାଣିପାଗକୁ ନେଇ କଣ କହୁଛନ୍ତି ଶୁଣନ୍ତୁ। 

Related story