Advertisment

ନାଁ ରାମଚନ୍ଦ୍ର କିନ୍ତୁ ସମ୍ପତ୍ତିରେ କୁବେର

ଭିଜିଲାନ୍ସ ପଞ୍ଝାରେ ବାରିପଦା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରାମଚନ୍ଦ୍ର ସେନ। ନାଁ ତାଙ୍କର ରାମଚନ୍ଦ୍ର, ଘର କାନ୍ଥରେ ବି ଯୁଆଡେ ଦେଖିବେ ନିତିବାଣୀ ଭର୍ତ୍ତି କିନ୍ତୁ ଅମାପ ସମ୍ପତ୍ତି ଦେଖିଲେ ଆପଣ କହିବେ କୁବେରଙ୍କଠୁ ବି କମ ନୁହଁନ୍ତି ବାବୁ

Advertisment

ଭିଜିଲାନ୍ସ ପଞ୍ଝାରେ ବାରିପଦା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରାମଚନ୍ଦ୍ର ସେନ। ନାଁ ତାଙ୍କର ରାମଚନ୍ଦ୍ର, ଘର କାନ୍ଥରେ ବି ଯୁଆଡେ ଦେଖିବେ ନିତିବାଣୀ ଭର୍ତ୍ତି କିନ୍ତୁ ଅମାପ ସମ୍ପତ୍ତି ଦେଖିଲେ ଆପଣ କହିବେ କୁବେରଙ୍କଠୁ ବି କମ ନୁହଁନ୍ତି ବାବୁ, ଆକାଶକୁ ଛୁଇଁଲା ପରି ବିରାଟ ପ୍ରାସାଦ ଯାହାର ମାପ କରୁଛନ୍ତି ଭିଜିଲାନ୍ସ କର୍ମଚାରୀ। କେତେ ଏକର ଜମି ଗଣି ଗଣି ହାଲିଆ ହେଲେଣି, ଆଉ ଏ ଦୃଶ୍ୟ ଦେଖନ୍ତୁ ଭିଜିଲାନ୍ସ ବିଭାଗ ଗୋଟି ଗୋଟି କରି ଗଣୁଛି ରାମ ଚନ୍ଦ୍ରଙ୍କ ଗାଡ଼ି, ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବାରିପଦା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରାମଚନ୍ଦ୍ର ସେନ ଭିଜିଲାନ୍ସ ପଞ୍ଝାରେ।

Advertisment
Odisha Vigilance Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe