ବିବାଦ ଘେରରେ ବିଜେଡି ବିଧାୟିକା

କରଞ୍ଜିଆ(ଦୀପକ ମହନ୍ତ):ବିବାଦ ଭିତରକୁ ଆସିଛନ୍ତି କରଂଜିଆ ବିଧାୟିକା ବାସନ୍ତି ହେମ୍ରମ । ଗତକାଲି ବିଜୁ ଜନ୍ମ ଜୟନ୍ତୀ ପାଳନ କାର୍ଯ୍ୟକ୍ରମରେ ଦେଖାଦେଇଛି ଏହି ବିବାଦ। ବିଶେଷ କରି ପଞ୍ଚାୟତିରାଜ ଦିବସରେ ପୂର୍ବତନ ସମିତିସଭ୍ୟଙ୍କୁ ମାଡ଼ ମାରିଛନ୍ତି ବିଧାୟିକାଙ୍କ ସ୍ୱାମୀ। ବିବାଦ ଆଉ ଦଳୀୟ କାର୍ଯ୍ୟକ୍ରମ ଭିତରେ ନରହି ସିଧା ଥାନାରେ ପହଞ୍ଚିଛି। ଖୋଦ କରଂଜିଆ ବିଧାୟିକାଙ୍କ ସ୍ୱାମୀ କରଂଜିଆ ବ୍ଲକ ପାଟବିଲ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ କୈଳାସ ନାଏକଙ୍କୁ ମାଡ଼ ମାରିଥିବା ନେଇ କରଂଜିଆ ଥାନାରେ […]

789

789

Tapas Behera
  • Published: Saturday, 06 March 2021
  • Updated: 06 March 2021, 10:30 PM IST

Sports

Latest News

କରଞ୍ଜିଆ(ଦୀପକ ମହନ୍ତ):ବିବାଦ ଭିତରକୁ ଆସିଛନ୍ତି କରଂଜିଆ ବିଧାୟିକା ବାସନ୍ତି ହେମ୍ରମ । ଗତକାଲି ବିଜୁ ଜନ୍ମ ଜୟନ୍ତୀ ପାଳନ କାର୍ଯ୍ୟକ୍ରମରେ ଦେଖାଦେଇଛି ଏହି ବିବାଦ। ବିଶେଷ କରି ପଞ୍ଚାୟତିରାଜ ଦିବସରେ ପୂର୍ବତନ ସମିତିସଭ୍ୟଙ୍କୁ ମାଡ଼ ମାରିଛନ୍ତି ବିଧାୟିକାଙ୍କ ସ୍ୱାମୀ। ବିବାଦ ଆଉ ଦଳୀୟ କାର୍ଯ୍ୟକ୍ରମ ଭିତରେ ନରହି ସିଧା ଥାନାରେ ପହଞ୍ଚିଛି। ଖୋଦ କରଂଜିଆ ବିଧାୟିକାଙ୍କ ସ୍ୱାମୀ କରଂଜିଆ ବ୍ଲକ ପାଟବିଲ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ କୈଳାସ ନାଏକଙ୍କୁ ମାଡ଼ ମାରିଥିବା ନେଇ କରଂଜିଆ ଥାନାରେ ଏତଲା ହୋଇଛି।

ତେବେ ମାଡ଼ ଖାଇଥିବା ପୂର୍ବତନ ସମିତି ସଭ୍ୟଙ୍କ କହିବା ଅନୁସାରେ, ବିଜୁ ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟର ଲୋକଙ୍କୁ କାହିଁକି ଅଣଦେଖା କରାଯାଉଛି ବୋଲି ଯେତେବେଳେ ବିଧାୟିକାଙ୍କୁ ପ୍ରଶ୍ନ କରିଥିଲେ,ସେତେବେଳେ ହଠାତ୍‌ ବିଧାୟିକାଙ୍କ ସ୍ୱାମୀ ଆସି ପ୍ରଚୁର ମାଡ଼ ମାରିଥିଲେ।

ଯାହାକୁ ନେଇ ସମ୍ପୃକ୍ତ ପୂର୍ବତନ ସମିତିସଭ୍ୟ ନିଜ ଘର ଲୋକଙ୍କୁ ଜଣାଇବା ପରେ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ସେହିପରି ବିଳମ୍ବିତ ରାତିରେ ବିଧାୟିକାଙ୍କ ସ୍ୱାମୀ ମଧ୍ୟ ସମର୍ଥକଙ୍କ ସହ ଥାନାରେ ପହଂଚି ସମ୍ପୃକ୍ତ ପୂର୍ବତନ ସମିତିସଭ୍ୟଙ୍କ ବିରୋଧରେ ପାଲଟା ଏତଲା ଦେଇଛନ୍ତି। ତେବେ ମାଡ଼ ମରା ଘଟଣା ସମ୍ପର୍କରେ ପଚରାଯାଇଥିଲେ ବି କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ବିଧାୟିକାଙ୍କ ସ୍ୱାମୀ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story