‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଗୃହବନ୍ଦୀ, ଆଗକୁ ହେବ ମିଡ୍‌ନାଇଟ ଅପରେସନ’

ତାମିଲମାନେ ଓଡ଼ିଶାକୁ ଶାସନ କରୁଛନ୍ତି ଏବଂ ଲୁଟ୍ କରୁଛନ୍ତି ବୋଲି ଲକ୍ଷ୍ମଣ ଟୁଡୁ କହିଛନ୍ତି।

LAXMAN TUDU PhotoOR

ଲକ୍ଷ୍ମଣ ଟୁଡୁ

Tapaswini Nayak
  • Published: Thursday, 29 June 2023
  • Updated: 29 June 2023, 02:31 PM IST

Sports

Latest News

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଗୃହବନ୍ଦୀ ହୋଇ ରହିଛନ୍ତି। ୫-ଟି ସଚିବ ଭି.କେ. ପାଣ୍ଡିଆନ ତାଙ୍କୁ ଗୃହବନ୍ଦୀ କରି ରଖିଛନ୍ତି। ଖାଲି ଏତିକି ନୁହେଁ ଫାଇଭ-ଟି ସଚିବ ଆଗକୁ ଏକ ମିଡ୍ ନାଇଟ ଅପରେସନ କରିବାକୁ ଯାଉଛନ୍ତି। ସେ ମୁଖ୍ୟମନ୍ତ୍ରୀ ହେବାକୁ ଲାଳାଇତ ଅଛନ୍ତି। ବାରିପଦାରେ ଏକ ସାମ୍ମାଦିକ ସମ୍ମିଳନୀ କରି ଏପରି ସାଂଘାତିକ ଅଭିଯୋଗ କରିଛନ୍ତି ମୟୂରଭଞ୍ଜର ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ।

ସାମ୍ବାଦିକ ସମ୍ମିଳନୀ ବେଳେ ଲକ୍ଷ୍ମଣ ଟୁଡୁ ଭାବ ବିହ୍ୱଳ ହୋଇପଡ଼ିଥିଲେ। ଔରଙ୍ଗଜେବ ଉପାଖ୍ୟାନ ଅବତାରଣା କରି କହିଥିଲେ, ଔରଙ୍ଗଜେବ ଯେଭଳି ରାଜ ହେବା ପାଇଁ ନିଜ ପିତା ଶାହାଜାହାନକୁ ବନ୍ଦୀ କରି ରଖିଥିଲେ, ସେହିପରି ଫାଇଭ-ଟି ସଚିବ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ କରି ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବୟସ, ସ୍ୱାସ୍ଥ୍ୟ ଓ ସରଳତାର ସୁଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ କରିଛନ୍ତି। ୫-ଟି ସଚିବ ବିଭିନ୍ନ ଜିଲ୍ଲାକୁ ଗସ୍ତ କରି ନିଜକୁ ସମ୍ରାଟ ବୋଲି ରୋଲ କରୁଛନ୍ତି। ମୁଖ୍ୟମନ୍ତ୍ରୀ ପଠାଇଛନ୍ତି ବୋଲି ମିଛରେ କହୁଛନ୍ତି। ମୋ ବଡ଼ ଭାଇ(ମୁଖ୍ୟମନ୍ତ୍ରୀ) ଦୁବାଇ ଓ ମୁମ୍ବାଇ ଯାଇପାରୁଛନ୍ତି, ସେ କ’ଣ ଓଡ଼ିଶାର ବିଭିନ୍ନ ଜିଲ୍ଲା ଗସ୍ତରେ ଯାଇପାରିବେ ନାହିଁ? ଏହି ଘଟଣା ସମସ୍ତଙ୍କୁ ସନ୍ଦେହରେ ପକାଉଛି।

Also Read

ପୂର୍ବତନ ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କର ଫଟୋ ୫-ଟି ସଚିବଙ୍କ ସହ ଥିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଟୁଡୁ। କହିଛନ୍ତି, ଫାଇଭ-ଟି ସଚିବ ମୟୂରଭଞ୍ଜ ଜିଲ୍ଲାରେ ଉପ ଜିଲ୍ଲାପାଳ ଥିବାବେଳେ ସେ ଖଣି ଖାଦାନ ଲୁଟରେ ସାମିଲ ଥିଲେ। ଏହାସହ ତତ୍କାଳୀନ ଜିଲ୍ଲା ପ୍ରଶାସନର ଅନେକ ଅଧିକାରୀ ତାଙ୍କ ସହ ମିଶି ଲୁଟ କରିବାରେ ସହାୟକ ହେଉଥିଲେ।

ଫାଇଭ-ଟି ସଚିବ ଯେଉଁ ମାଇକରେ ଭଏସ ଶୁଣାଉଛନ୍ତି। ତାହା ମିଛ, ମିମିକ୍ରି କରି ସେ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ବୋଲି ଶୁଣାଉଛନ୍ତି ବୋଲି କହିଛନ୍ତି ଟୁଡୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story