ପୁଲିସର ଥାର୍ଡ ଡିଗ୍ରୀ ଭୟରେ ଆତ୍ମହତ୍ୟା କଲେ ଯୁବକ !

ଆଜି ତାଙ୍କ ମୃତଦେହ ଗାଁ ନିକଟ ଜଙ୍ଗଲରୁ ମିଳିଛି।

death person relatives

ରଜପାଣି ପାତ୍ରଙ୍କ ମୃତ୍ୟୁ ପରେ ଦୁଃଖରେ ଭାଙ୍ଗି ପଡ଼ିଥିବା ପରିବାର ଲୋକେ।

Niranjan Mishra
  • Published: Sunday, 22 January 2023
  • Updated: 22 January 2023, 05:32 PM IST

Sports

Latest News

ପୁଲିସର ଥାର୍ଡ ଡିଗ୍ରୀ ଭୟରେ ବେକରେ ରସି ଲଗାଇ ଆତ୍ମହତ୍ୟା କଲେ ଯୁବକ! ମୃତକ ଜଣକ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅଧିନ ଶରଡିହା ଗାଁର ରଜପାଣି ପାତ୍ର। ଆଜି ତାଙ୍କ ମୃତଦେହ ଗାଁ ନିକଟ ଜଙ୍ଗଲରୁ ମିଳିଛି। ଏହି ଘଟଣା ପରେ ପୁଲିସ୍ ବିରୋଧରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ମୃତ ରଜପାଣିଙ୍କ ପରିବାର ଲୋକେ।

ମିଳିଥିବା ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳରେ କିଛିଦିନ ତଳେ ଘଟିଥିବା ଏକ ମର୍ଡର କେସରେ ସମ୍ପୃକ୍ତି ନେଇ ପୁଲିସ୍ ରଜପାଣିଙ୍କୁ ରାତିରେ ଘରୁ ଉଠାଇ ନେଇ ପଚରାଉଚାର କରୁଥିଲା। ପରେ ପୁଲିସ ରଜପାଣିଙ୍କୁ ଛାଡି ଦେଇଥିଲା। କିନ୍ତୁ ପୁଲିସର ଥାର୍ଡ ଡିଗ୍ରୀ ଭୟରେ ରଜପାଣି ଗତକାଲି ରାତିରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

Also Read

ରଜପାଣିଙ୍କ ସ୍ତ୍ରୀ କନ୍ଦିପାଣି ପାତ୍ର କହିଛନ୍ତି, ଗତକାଲି ପୁଲିସ ମାଡ଼ ମାରି ଛାଡ଼ି ଦେବା ପରେ ସ୍ୱାମୀ ଭୟଭୀତ ହୋଇପଡ଼ିଥିଲେ। ପୁଲିସ ମାଡ଼ ମାରିଥିବା ସ୍ଥାନ ଦରଜ ହୋଇଥିବାରୁ ସେ ତେଲ ଘଷି ଦେଇଥିଲେ। ସନ୍ଧ୍ୟାରେ ଶୌଚ ହେବାକୁ ଯାଉଛି ବୋଲି ସ୍ୱାମୀ କହିବା ସହ ଘରୁ ବାହାରିଯାଇଥିଲେ, ହେଲେ ଆଉ ଫେରି ନ ଥିଲେ। ଆଜି ସକାଳୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା।

ଅନ୍ୟପଟେ ପୁଲିସ୍ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ହେଲେ ଏନେଇ କୌଣସି ପ୍ରତିକ୍ରିୟା ଦେଇନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story