ତାଙ୍କରି ଆଖିରେ ଦୁନିଆ ଦେଖେ, ମୋ ଭାଇ ମୋ ପାଇଁ ରାକ୍ଷୀ

ବାରିପଦା(ମାଣିକଲାଲ ପାଣି):  ସେ ଦେଖି ପାରନ୍ତି ନାହିଁ । କିନ୍ତୁ ରାକ୍ଷୀ କ’ଣ ଅନୁଭବ କରି ପାରନ୍ତି । ଛୁଆ ବେଳୁ ଆଜି ଯାଏଁ ରାକ୍ଷୀ କେଉଁ ରଙ୍ଗ ର ଆଉ କେମିତିକା ଜିନିଷ ଦେଖି ନାହାନ୍ତି କି ରାକ୍ଷୀ ଯେଉଁ ଭାଇଙ୍କୁ ବାନ୍ଧନ୍ତି ତାଙ୍କୁ ମଧ୍ୟ ଦେଖି ନାହାନ୍ତି । ହେଲେ ରାକ୍ଷୀ ପୂର୍ଣ୍ଣିମା ଆସିଲେ ସେ ତପ୍ତର ହୋଇ ଯାଆନ୍ତି । ଆଉ ରାକ୍ଷୀ ବାନ୍ଧି ସେ ବେସ୍ ଖୁସି ହୁଅନ୍ତି । ଆଉ […]

6hm

6hm

Tapas Behera
  • Published: Saturday, 21 August 2021
  • Updated: 21 August 2021, 06:20 PM IST

Sports

Latest News

ବାରିପଦା(ମାଣିକଲାଲ ପାଣି):  ସେ ଦେଖି ପାରନ୍ତି ନାହିଁ । କିନ୍ତୁ ରାକ୍ଷୀ କ'ଣ ଅନୁଭବ କରି ପାରନ୍ତି । ଛୁଆ ବେଳୁ ଆଜି ଯାଏଁ ରାକ୍ଷୀ କେଉଁ ରଙ୍ଗ ର ଆଉ କେମିତିକା ଜିନିଷ ଦେଖି ନାହାନ୍ତି କି ରାକ୍ଷୀ ଯେଉଁ ଭାଇଙ୍କୁ ବାନ୍ଧନ୍ତି ତାଙ୍କୁ ମଧ୍ୟ ଦେଖି ନାହାନ୍ତି । ହେଲେ ରାକ୍ଷୀ ପୂର୍ଣ୍ଣିମା ଆସିଲେ ସେ ତପ୍ତର ହୋଇ ଯାଆନ୍ତି । ଆଉ ରାକ୍ଷୀ ବାନ୍ଧି ସେ ବେସ୍ ଖୁସି ହୁଅନ୍ତି । ଆଉ ସେ ହେଉଛନ୍ତି  ବାରିପଦାର ସୋମବାରୀ ହାଁସଦା। ଜନ୍ମରୁ ସେ ଦୃଷ୍ଟିହୀନ। ତାଙ୍କ ଆଖିକୁ ବିଲକୁଲ ଦେଖାଯାଏ ନାହିଁ । ହେଲେ ବର୍ଷକୁ ଥରେ ରାକ୍ଷୀ ପୂର୍ଣ୍ଣିମା ଆସିଲେ ସେ ବେସ୍ ଖୁସି।

ସକାଳୁ ଉଠି ଗାଧୁଆ ସାରି ଦୁଇ ଭାଇଙ୍କୁ ଫୁଲ ଚନ୍ଦନ ସିନ୍ଦୂର ଦେଇ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ଦିଅନ୍ତି । ଆଉ ଏଥି ପାଇଁ ସେ ବର୍ଷ ଯାକ ଅପେକ୍ଷା କରିଥାନ୍ତି ରାକ୍ଷୀ ପୂର୍ଣ୍ଣିମାକୁ ।  ସୋମବାରୀ କୁହନ୍ତି ସେ ଭାଇ ଆଖିରେ ଦୁନିଆ ଦେଖେ ।  ଆଉ ସେଇଥିପାଇଁ ସେ ଏଇ ଦିନକୁ କୋଣସି ପ୍ରକାର ହାତ ଛଡା କରନ୍ତି ନାହିଁ । ଭଗବାନଙ୍କୁ ପ୍ରାର୍ଥନା କରେ ମୋ ଭାଇମାନେ ଭଲରେ ରୁହନ୍ତୁ । ଖୁସିରେ ରୁହନ୍ତୁ।  ରାକ୍ଷୀ ଏକ ପବିତ୍ର ଜିନିଷ।  ଛୁଆ ବେଳୁ ମାଳତୀ ଜଣେ ଦିବ୍ୟାଙ୍ଗ ହେଲେ ମଧ୍ୟ ଜୀବନର ସମସ୍ତ ଉତ୍ସବ ସେ ହାତଛଡ଼ା କରନ୍ତି ନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story