ମେଡ଼ିକାଲ୍‌ ବେଡ୍‌ରେ ପ୍ରେମିକା, ଜେଲ୍‌ରେ ବିବାହିତ ପ୍ରେମିକ

ଆଦିବାସୀ ନାବାଳିକା ପଦ୍ମା(ଛଦ୍ମନାମ)ଙ୍କୁ ଅଁଳାଡୁବା ଗାଁର ଅର୍ଜୁନ ପଣ୍ଡା ଭଲ ପାଉଥିଲେ। ପଦ୍ମା ମଧ୍ୟ ତାଙ୍କୁ ପ୍ରେମ କରୁଥିଲେ। ଦୀର୍ଘ ୩ ବର୍ଷ ଧରି ଉଭୟ ପରସ୍ପରକୁ ପ୍ରେମ କରୁଥିଲେ।

Baripada PhotoOR

ବାମରୁ ପୀଡ଼ିତା ଓ ଡାହାଣରେ ଅଭିଯୁକ୍ତ

Manoranjan Sial
  • Published: Wednesday, 15 March 2023
  • Updated: 15 March 2023, 05:19 PM IST

Sports

Latest News

ମେଡ଼ିକାଲ୍‌ ବେଡ୍‌ରେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ପ୍ରେମିକା। ଜେଲ୍‌ରେ ବିବାହିତ ପ୍ରେମିକ। ତେବେ ଏଠି ମନରେ ପ୍ରଶ୍ନ ଉଠୁଥିବ ପ୍ରେମିକାଙ୍କୁ କ’ଣ ହୋଇଛି ଯେ ସେ ମେଡ଼ିକାଲ୍‌ରେ। ଆଉ ପ୍ରେମିକ ପ୍ରବର କାହିଁକି ଗଲେ ଜେଲ ? ଏ ସମ୍ପର୍କରେ ଜାଣିବାକୁ ହେଲେ ପଢ଼ନ୍ତୁ ପୂରା ଷ୍ଟୋରୀ।

ପୂରା ଘଟଣା ଏମିତି। ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳର ଆଦିବାସୀ ନାବାଳିକା ପଦ୍ମା(ଛଦ୍ମନାମ)ଙ୍କୁ ଅଁଳାଡୁବା ଗାଁର ଅର୍ଜୁନ ପଣ୍ଡା ଭଲ ପାଉଥିଲେ। ପଦ୍ମା ମଧ୍ୟ ତାଙ୍କୁ ପ୍ରେମ କରୁଥିଲେ। ଦୀର୍ଘ ୩ ବର୍ଷ ଧରି ଉଭୟ ପରସ୍ପରକୁ ପ୍ରେମ କରୁଥିଲେ। ତେବେ ହଠାତ୍‌ ଗତ ବର୍ଷ ପ୍ରେମିକାଙ୍କୁ ଧୋକ୍କା ଦେଇ ଅର୍ଜୁନ ଆଉ ଜଣଙ୍କୁ ବିବାହ କରିଦେଲେ। ହେଲେ ପୂର୍ବତନ ପଦ୍ମାଙ୍କୁ ଭୁଲି ପାରିନଥିଲେ। ମଝିରେ ମଝିରେ ପଦ୍ମାଙ୍କ ପାଖକୁ ଫୋନ୍‌ କରୁଥିଲେ। ମାତ୍ର ପଦ୍ମା ଧରାଛୁଆଁ ଦେଉନଥିଲେ।

Also Read

୪ ଦିନ ତଳେ ପଦ୍ମାଙ୍କୁ ଦେଖା କରିବା ପାଇଁ ଅର୍ଜୁନ ଫୋନ୍‌ କରିଥିଲେ। ପ୍ରଥମେ ଦେଖାକରିବାକୁ ମନା କରିଦେଇଥିଲେ ପଦ୍ମା। ପରେ ଅର୍ଜୁନ ତାଙ୍କୁ ମନାଇ ଦେଇଥିଲେ। ତା’ପରେ ପଦ୍ମା ତାଙ୍କୁ ଦେଖା କରିବାକୁ ଆସିଥିଲେ। ସେହି ସମୟରେ ପଦ୍ମାଙ୍କୁ ଅର୍ଜୁନ ଏକ ଭ୍ୟାନ୍‌ରେ ଅପହରଣ କରିନେଇଥିଲେ। ତାଙ୍କୁ ବିଶୋଇ ଅଞ୍ଚଳ ଅଞ୍ଚଳର ଏକ ନଦୀ ପଠାକୁ ନେଇ ଯାଇଥିଲେ। ସେଠାରେ ପଦ୍ମାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଚାହିଁଥିଲା ଅର୍ଜୁନ। ମାତ୍ର ସେ ରାଜି ହୋଇନଥିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

ଯୁକ୍ତିତର୍କ ଭିତରେ ଅର୍ଜୁନ ଉତ୍‌କ୍ଷିପ୍ତ ହୋଇ ପାଖରେ ରଖିଥିବା ବନ୍ଧୁକରେ ପଦ୍ମାଙ୍କ ଉପରକୁ ଗୁଳି ଚଳାଇ ଥିଲେ। ଯାହାଫଳରେ ଗୁଳିଟି ପଦ୍ମାଙ୍କ ଜଙ୍ଘରେ ବାଜିଥିଲା। କିଛି ଉପାୟ ନପାଇ ପଦ୍ମାଙ୍କୁ ଗାଡ଼ି ଏତେ ତେଣେ ନେଇ ଚିକିତ୍ସା କରାଇଥିଲେ ଅର୍ଜୁନ। ପରେ ତାଙ୍କୁ କାଳିକା ଗାଁରେ ଏକ ଘରେ ଲୁଚାଇ ରଖିଥିଲେ। ଅନ୍ୟପକ୍ଷରେ ପଦ୍ମାଙ୍କର ନିଜର ବୋଲି କହିନଥିବାରୁ ମାମୁ ଓ ଦାଦା ତାଙ୍କୁ ଚାରିଆଡ଼େ ଖୋଜି ଥିଲେ। ମାତ୍ର ପାଇନଥିଲେ। ଏହାରି ଭିତରେ କୌଶଳ କରି ପଦ୍ମା ମାମୁ ଘରକୁ ଫୋନ୍‌ କରି ପୂରା ଘଟଣା ସମ୍ପର୍କରେ କହିଥିଲେ।

ନାବାଳିକାଙ୍କ ପରିବାର ଲୋକେ ଏନେଇ ବିଶୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଅର୍ଜୁନଙ୍କ ମୋବାଇଲ୍‌କୁ ଟ୍ରାକ୍‌ କରିଥିଲା। ମଙ୍ଗଳବାର ପଦ୍ମାଙ୍କୁ ସ୍କୁଟିରେ ବସାଇ ଅର୍ଜୁନ ରାଇରଙ୍ଗପୁର ଅଭିମୁଖେ ପଳାଇ ଯାଉଥିଲେ। ବିଶୋଇ ଥାନା ଅଧିକାରୀ ମିନି ଭୋଇଙ୍କ ନେତୃତ୍ୱରେ ଏକ ଟିମ୍ ତାଙ୍କୁ ପିଛା କରିଥିଲେ।

ଅର୍ଜୁନ ଏ ସମ୍ପର୍କରେ ଜାଣିପାରି ପଦ୍ମାଙ୍କୁ ଭୋରଣ୍ଡିଆ ରାସ୍ତା ପାର୍ଶ୍ୱରେ ଛାଡି ଚମ୍ପଟ ମାରିଥିଲେ। ତେବେ ପୁଲିସ୍‌ ତାକୁ ପିଛା କରି ଧରିଛି। ତା’ ପାଖରୁ ପୁଲିସ୍‌ ୩ ଅଫୁଟା ଗୁଳି, ୪ ମୋବାଇଲ ଓ ସ୍କୁଟି ଜବତ କରିଛି। ଏଥିସହ ଅର୍ଜୁନ ବନ୍ଧୁକ କିଣିଥିବା କବାଲି ଥାନାର ହଳଦୀପୋଖରୀ ଗାଁର ଏସ.କେ ନାକିମ ଖାନ ଓ ବିଶୋଇ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଗିରଫ କରିଛି। ଗୁଳି କାଣ୍ଡ ପରେ ପଦ୍ମା ମହିଳାଙ୍କ ଘରେ ରହିଥିଲେ।

ପୁଲିସ୍‌ ପୀଡ଼ିତାଙ୍କୁ ଉଦ୍ଧାର କରି ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ରେ ଭର୍ତ୍ତି କରିଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ରହିଛି।

ରିପୋର୍ଟ- ବାରିପଦାରୁ ମାଣିକଲାଲ୍‌ ପାଣି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story