ଜାରି ହେଲା କରୋନା ଗାଇଡ୍‌ଲାଇନ୍‌, ନମାନିଲେ କାର୍ଯ୍ୟାନୁଷ୍ଠାନ

ବାରିପଦା(ଓଡ଼ିଶା ରିପୋର୍ଟର):ମୟୂରଭଞ୍ଜ ଜିଲ୍ଲା  ପ୍ରଶାସନ ପକ୍ଷରୁ ଆଜି ବାରିପଦା ସହରର ସମସ୍ତ ସର୍ବସାଧାରଣ ଏବଂ ଦୋକାନବ୍ୟବସାୟୀମାନଙ୍କ ଅବଗତି ନିମନ୍ତେ ସ୍ୱତନ୍ତ୍ରଭାବେ ଦିତୀୟ ପର୍ଯ୍ୟାୟ କରୋନା ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି। କେତେକ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନୂଆ ପ୍ରକାର କରୋନା ଭାଇରସସଂକ୍ରମଣ ଦେଖାଯାଇଛି।  ଏହାକୁ ଦୃଷ୍ଟିରେ ରଖ୍ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ ନିୟମ ମାର୍ଗଦର୍ଶିକା କଡାକଡି ଭାବେ ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଛି । ସେହି ଅନୁଯାୟୀ ସମସ୍ତେ ମୁହଁରେ ମାସ୍କ […]

tio

tio

Tapas Behera
  • Published: Thursday, 25 February 2021
  • Updated: 25 February 2021, 04:15 PM IST

ବାରିପଦା(ଓଡ଼ିଶା ରିପୋର୍ଟର):ମୟୂରଭଞ୍ଜ ଜିଲ୍ଲା  ପ୍ରଶାସନ ପକ୍ଷରୁ ଆଜି ବାରିପଦା ସହରର ସମସ୍ତ ସର୍ବସାଧାରଣ ଏବଂ ଦୋକାନବ୍ୟବସାୟୀମାନଙ୍କ ଅବଗତି ନିମନ୍ତେ ସ୍ୱତନ୍ତ୍ରଭାବେ ଦିତୀୟ ପର୍ଯ୍ୟାୟ କରୋନା ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି। କେତେକ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନୂଆ ପ୍ରକାର କରୋନା ଭାଇରସସଂକ୍ରମଣ ଦେଖାଯାଇଛି।  ଏହାକୁ ଦୃଷ୍ଟିରେ ରଖ୍ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ ନିୟମ ମାର୍ଗଦର୍ଶିକା କଡାକଡି ଭାବେ ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଛି । ସେହି ଅନୁଯାୟୀ ସମସ୍ତେ ମୁହଁରେ ମାସ୍କ ପିନ୍ଧିବା, ପରସ୍ପର ମଧ୍ୟରେ ୬ ଫୁଟ ସାମାଜିକ ଦୂରତା ବଜାୟ ରଖିବା ଏବଂ ହାତକୁ ବାରମ୍ବାର ସାବୁନ କିମ୍ବା ସାନିଟାଇଜରରେ ପରିଷ୍କାର କରିବାକୁ କୁହାଯାଇଛି । ତାସହିତ ସମସ୍ତ ଦୋକାନ

ବଜାର ଓ ହାଟମାନଙ୍କରେ ନିଜ ନିଜର ଦୋକାନ ସାମ୍ନାରେ କୋଭିଡ ନିୟମ ମାର୍ଗଦର୍ଶିକା କଡାକଡି ଭାବେ ପାଳନ କରିବା ପାଇଁ ପରାମର୍ଶ ଦିଆଯାଉଅଛି । ଏଥିରେ ଅମାନ୍ୟ କରାଗଲେ ବିପର୍ଯ୍ୟୟ ପରିଚାଳନା ଓ କୋଭିଡ ରେଗୁଲେସନ୍ ନିୟମାନୁସାରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଚେତାବନୀ ଦିଆଯାଇଛି । ମୟୁରଭଞ୍ଜ ଜିଲ୍ଲାରେ ହେବାକୁ ଥିବା ସମସ୍ତ ମେଳା ଯାତ୍ରା ଆଦି କୁ ବାରଣ କରାଯିବ । କେବଳ ବିଧି ଏବଂ ପରମ୍ପରା ଅନୁଯାୟୀ ହେବାକୁ ଥିବା କାର୍ଯ୍ୟକ୍ରମ କୁ ଅନୁମତି ମିଳିବ ।

ସମସ୍ତ ସ୍ଥାନରେ ମାସ୍କଏବଂ ସାନିଟାଇଜର ବ୍ୟବହାର ପାଇଁ କଡାକଡି କରାଯିବ । ପ୍ରତି ଦିନ କୋରନା ଏନ୍‌ଫୋର୍ସମେଣ୍ଟ  ସ୍କ୍ୱାଆର୍ଡ଼ ଗଠନ କରାଯାଇ ଆଇନ କୁ ପାଳନ ହେଉଛି ନା ନାହିଁ ତା'ର ତଦାରଖ କରାଯିବ ।  ପ୍ରତି ବ୍ଲକରେ ମଧ୍ୟ ଏହି ନିୟମ ପାଳନ ପାଇଁ ବ୍ଲକ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯିବ। ସହ ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କ ଗତି ବିଧି ଉପରେ ମଧ୍ୟ ନଜର ରଖାଯିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story