Advertisment

ଜାତୀୟ ରାଜପଥରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ

କରଞ୍ଜିଆ(ଦୀପକ ମହନ୍ତ): ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ୪୯ନମ୍ବର ଜାତୀୟ ରାଜପଥ କାଶିଆ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଅଜଣା ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ ହୋଇଛି । ଆଜି ଉକ୍ତ ରାସ୍ତା ଦେଇ କେତେକ ଗ୍ରାମବାସୀ ଯାଉଥିବା ବେଳେ ମୃତଦେହ ଦେଖି ପୁଲିସ୍‌କୁ ଖବର ଦେଇଥିଲେ । ତେବେ ଦୁର୍ଘଟଣା କେତେବେଳେ ହୋଇଛି କେହି ଜାଣିନାହାନ୍ତି। ମୃତକଙ୍କ ପରିଚୟ ପାଇବା ବି ସମ୍ଭବ ହୋଇପାରିନି। ତେବେ ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ତଦନ୍ତ କରୁଛି […]

author-image
Niharika Rout
ଅଦ୍ୟତନ ହୋଇଛି
ଚାଲିଗଲା ୩ ଜୀବନ, ୨ ଆହତ

deadbody

କରଞ୍ଜିଆ(ଦୀପକ ମହନ୍ତ): ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ୪୯ନମ୍ବର ଜାତୀୟ ରାଜପଥ କାଶିଆ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଅଜଣା ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ ହୋଇଛି । ଆଜି ଉକ୍ତ ରାସ୍ତା ଦେଇ କେତେକ ଗ୍ରାମବାସୀ ଯାଉଥିବା ବେଳେ ମୃତଦେହ ଦେଖି ପୁଲିସ୍‌କୁ ଖବର ଦେଇଥିଲେ । ତେବେ ଦୁର୍ଘଟଣାକେତେବେଳେ ହୋଇଛି କେହି ଜାଣିନାହାନ୍ତି। ମୃତକଙ୍କ ପରିଚୟ ପାଇବା ବି ସମ୍ଭବ ହୋଇପାରିନି। ତେବେ ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ତଦନ୍ତ କରୁଛି ।

Advertisment