ଅଦ୍ୟତନ ହୋଇଛି
deadbody
Advertisment
କରଞ୍ଜିଆ(ଦୀପକ ମହନ୍ତ): ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ୪୯ନମ୍ବର ଜାତୀୟ ରାଜପଥ କାଶିଆ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଅଜଣା ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ ହୋଇଛି । ଆଜି ଉକ୍ତ ରାସ୍ତା ଦେଇ କେତେକ ଗ୍ରାମବାସୀ ଯାଉଥିବା ବେଳେ ମୃତଦେହ ଦେଖି ପୁଲିସ୍କୁ ଖବର ଦେଇଥିଲେ । ତେବେ ଦୁର୍ଘଟଣାକେତେବେଳେ ହୋଇଛି କେହି ଜାଣିନାହାନ୍ତି। ମୃତକଙ୍କ ପରିଚୟ ପାଇବା ବି ସମ୍ଭବ ହୋଇପାରିନି। ତେବେ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ତଦନ୍ତ କରୁଛି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/09/deadbody-12333.jpg)