ମେସିନ କରୁଛି ମନରେଗା କାମ ! | Odisha Reporter
Advertisment
ମେସିନ କରୁଛି ମନରେଗା କାର୍ଯ୍ୟ। ଶ୍ରମିକ ବଦଳରେ ମେସିନ କରୁଛି କାମ। ରାତିରେ ଜେସିବି ଲଗାଇ ଖୋଳା ଚାଲିଛି ବନ୍ଧ। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଶ୍ରମିକ। ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଭୋଳାଗଡିଆ ପଞ୍ଚାୟତର ନୂଆସାହି ଗ୍ରାମରୁ ଏଭଳି ଅଭିଯୋଗ ଆସିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us