Advertisment

ମିଛ ସତ୍ୟପାଠ ଦେଇ ପ୍ଲଟ୍, ଫ୍ଲାଟ ହାତେଇବା ପ୍ରସଙ୍ଗ: କାର୍ଯ୍ୟାନୁଷ୍ଠାନ ଖସଡ଼ା ପ୍ରସ୍ତୁତ

ଭୁବନେଶ୍ୱର: ମିଛ ସତ୍ୟପାଠ ଓ ଭୁଲ ତଥ୍ୟ ଦେଇ ପ୍ଲଟ୍ ଓ ଫ୍ଲାଟ ନେଇଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ସାଧାରଣ ପ୍ରଶାସନ ବିଭାଗ। ତାରାଦତ୍ତ ଟାସ୍କଫୋର୍ସ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ମୋଡାଲିଟି, କେମିତି କାର୍ଯ୍ୟକାରୀ ହେବ ସେ ନେଇ ଖସଡ଼ା ପ୍ରସ୍ତୁତି କରିଛି ବିଭାଗ। ସେହିପରି ସ୍କିମ ଆରମ୍ଭ ପୂର୍ବରୁ ଆବଣ୍ଟିତ ଓ ତୃତୀୟ ପକ୍ଷକୁ ହସ୍ତାନ୍ତର ପ୍ଲଟ ଓ ଫ୍ଲାଟ ମାମଲାରେ ମଧ୍ୟ କେମିତି କାର୍ଯ୍ୟାନୁଷ୍ଠାନ ହେବ ସେଥିପାଇଁ […]

ମିଛ ସତ୍ୟପାଠ ଦେଇ ପ୍ଲଟ୍, ଫ୍ଲାଟ ହାତେଇବା ପ୍ରସଙ୍ଗ: କାର୍ଯ୍ୟାନୁଷ୍ଠାନ ଖସଡ଼ା ପ୍ରସ୍ତୁତ

BDA

Advertisment

ଭୁବନେଶ୍ୱର: ମିଛ ସତ୍ୟପାଠ ଓ ଭୁଲ ତଥ୍ୟ ଦେଇ ପ୍ଲଟ୍ ଓ ଫ୍ଲାଟ ନେଇଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ସାଧାରଣ ପ୍ରଶାସନ ବିଭାଗ। ତାରାଦତ୍ତ ଟାସ୍କଫୋର୍ସ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ମୋଡାଲିଟି, କେମିତି କାର୍ଯ୍ୟକାରୀ ହେବ ସେ ନେଇ ଖସଡ଼ା ପ୍ରସ୍ତୁତି କରିଛି ବିଭାଗ। ସେହିପରି ସ୍କିମ ଆରମ୍ଭ ପୂର୍ବରୁ ଆବଣ୍ଟିତ ଓ ତୃତୀୟ ପକ୍ଷକୁ ହସ୍ତାନ୍ତର ପ୍ଲଟ ଓ ଫ୍ଲାଟ ମାମଲାରେ ମଧ୍ୟ କେମିତି କାର୍ଯ୍ୟାନୁଷ୍ଠାନ ହେବ ସେଥିପାଇଁ ବ୍ୟବସ୍ଥା ହୋଇଛି। କାର୍ଯ୍ୟାନୁଷ୍ଠାନ ପୂର୍ବରୁ ନୋଟିସ ଜାରି କରାଯିବ। ଉତ୍ତର ମଗାଯିବ। ତା’ପରେ ଫୌଜଦାରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରିନସିପଲସ୍ ଅଫି ନାଚୁରାଲ ଜଷ୍ଟିସ ବା ଉପଯୁକ୍ତ ନ୍ୟାୟିକ ନୀତି ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe