ଚଢ଼ାଉ ବେଳେ ଆକ୍ରମଣ କଲେ ଖଣି ମାଫିଆ || Illegal Mines Mafia Attack\'s Enforcement Team || Odisha Reporter
Advertisment
ନୟାଗଡ଼ ଜିଲ୍ଲା ରଣପୁର ତହସିଲ ଏନଫୋର୍ସମେଣ୍ଟ ଟିମ ଉପରେ ଆକ୍ରମଣ। ମାଙ୍କଡ଼ାପଥର ଖଣି ଉପରେ ଚଢ଼ାଉ ବେଳେ ଆକ୍ରମଣ କଲେ ମାଫିଆ। ଜବତ ଗାଡ଼ି ଛଡ଼ାଇ ପଳାଇଲେ। ଜଣେ ଏନଫୋର୍ସମେଣ୍ଟ ଟିମ ଅଧିକାରୀ ଆହତ। ଚାନ୍ଦପୁର ଥାନାରେ ଏତଲା ଦେଲେ ତହସିଲଦାର।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us