ପାଣ୍ଡିଆନଙ୍କୁ ସାର୍ ଡାକିଲେ ମନ୍ତ୍ରୀ | Odisha Reporter
କହୁ କହୁ କହିଦେଲେ ନା ପୁରୁଣା ଅଭ୍ୟାସ ଅଛି? ୫-ଟି ସଚିବ ଭି କେ ପାଣ୍ଡିଆନଙ୍କୁ ସାର୍ ଡାକି ଚର୍ଚ୍ଚାରେ ମନ୍ତ୍ରୀ। ଯୋଜନା ଓ ସଂଯୋଜନା ମନ୍ତ୍ରୀ ଅଛନ୍ତି ରାଜେନ୍ଦ୍ର ଢୋଲକିଆ। ସାମନାରୁ ଦେଖିଲେ ମନ୍ତ୍ରୀ ଓ ନେତା ସାର୍ ଡାକି ନମସ୍କାର କରୁଥିବା ଚର୍ଚ୍ଚା ହେଉଥିଲା। ଏବେ ଖୁଲମଖୁଲା ଗଣମାଧ୍ୟମରେ ସାର୍ରବୋଲି ସମ୍ବୋଧନ କଲେ ମନ୍ତ୍ରୀ। ଏଠାରେ ପ୍ରଶ୍ନ ସାର୍ କିଏ? ମନ୍ତ୍ରୀ ବଡ଼ ନା ସଚିବ ବଡ଼?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
