Advertisment

ପାଣ୍ଡିଆନଙ୍କୁ ସାର୍ ଡାକିଲେ ମନ୍ତ୍ରୀ

କହୁ କହୁ କହିଦେଲେ ନା ପୁରୁଣା ଅଭ୍ୟାସ ଅଛି? ୫-ଟି ସଚିବ ଭି କେ ପାଣ୍ଡିଆନଙ୍କୁ ସାର୍‌ ଡାକି ଚର୍ଚ୍ଚାରେ ମନ୍ତ୍ରୀ। ଯୋଜନା ଓ ସଂଯୋଜନା ମନ୍ତ୍ରୀ ଅଛନ୍ତି ରାଜେନ୍ଦ୍ର ଢୋଲକିଆ। ସାମନାରୁ ଦେଖିଲେ ମନ୍ତ୍ରୀ ଓ ନେତା ସାର୍‌ ଡାକି ନମସ୍କାର କରୁଥିବା ଚର୍ଚ୍ଚା ହେଉଥିଲା। ଏବେ ଖୁଲମଖୁଲା ଗଣମାଧ୍ୟମରେ ସାର୍ର‌ବୋଲି ସମ୍ବୋଧନ କଲେ ମନ୍ତ୍ରୀ। ଏଠାରେ ପ୍ରଶ୍ନ ସାର୍‌ କିଏ? ମନ୍ତ୍ରୀ ବଡ଼ ନା ସଚିବ ବଡ଼?

Vk Pandian BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe