ରାଗିକି ପଳାଇଲେ ମନ୍ତ୍ରୀ- ସାଂସଦ || Odisha Political News || Odisha Reporter
Advertisment
କାର୍ଯ୍ୟକ୍ରମ ଥିଲା କାମାକ୍ଷାନଗର ରେଳଷ୍ଟେସନରେ ଅନଗୁଳ -ସୁକିନ୍ଦା ରେଳପଥର ଲୋକାର୍ପଣ ଉତ୍ସବ। ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା ଶାସକ ଓ ବିରୋଧି ଦଳର ନେତାଙ୍କୁ। ଦୁଇ ପ୍ରତିଦ୍ୱନ୍ଦୀଙ୍କୁ ଦେଖି ଲୋକେ ଯାହା ଭାବୁଥିଲେ, ସତକୁ ସତ ସେଇଆ ହେଲା। ରେଳପଥ ଲୋକାର୍ପଣ ହୋଇନି, ଅଧାରୁ ଉଠି ଚାଲିଗଲେ ସାଂସଦ ଓ ମନ୍ତ୍ରୀ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us